Advertisment

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଚିହ୍ନଟ ହେଲେ ୨, ୬୧୭ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ୩୦ ଜିଲ୍ଲାରୁ ଆଜି ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨,୬୧୭ କରୋନା ଆକ୍ରାନ୍ତ। କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୨୧ ଓ ଲୋକାଲ କେସ୍ ‌୧,୦୯୬ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି  । ଖୋର୍ଦ୍ଧାରୁ ସର୍ବାଧିକ ୫୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି  ୧୩୬। ଆଜିର ନୂଆ ଆକ୍ରାନ୍ତଙ୍କ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨, ୩୫, ୩୩୦କୁ ଛୁଇଁଛି। ୨,୦୨,୩୦୨ କରୋନାରୁ ସୁସ୍ଥ […]

ଅଦ୍ୟତନ ହୋଇଛି
ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା;  ଚିହ୍ନଟ ହେଲେ ୨, ୬୧୭ ପଜିଟିଭ

corona

Advertisment

ଭୁବନେଶ୍ୱର: ରାଜ୍ୟରେ ୩୦ ଜିଲ୍ଲାରୁ ଆଜି ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨,୬୧୭ କରୋନା ଆକ୍ରାନ୍ତ। କ୍ୱାରେଣ୍ଟିନ ସେଣ୍ଟରରୁ ୧,୫୨୧ ଓ ଲୋକାଲ କେସ୍ ‌୧,୦୯୬ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି  ।

Advertisment

ଖୋର୍ଦ୍ଧାରୁ ସର୍ବାଧିକ ୫୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି  ୧୩୬।

ଆଜିର ନୂଆ ଆକ୍ରାନ୍ତଙ୍କ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨, ୩୫, ୩୩୦କୁ ଛୁଇଁଛି। ୨,୦୨,୩୦୨ କରୋନାରୁ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ଆକ୍ଟିଭ କେସ ରହିଛି ୩୨, ୦୫୧।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ