Advertisment

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି କ୍ରମରେ ଆଜି ରାଜ୍ୟରେ ମୋଟ ୩୧୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୧,୦୫,୨୯୫ ଜଣ ଆରୋଗ୍ୟ ଲାଭ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। Another 3110 Covid patients have recovered and are being discharged on 09.09.2020 1023 from Khordha215 from Puri202 from […]

ଅଦ୍ୟତନ ହୋଇଛି
ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୧୦ କରୋନା ଆକ୍ରାନ୍ତ

covid19

Advertisment

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି କ୍ରମରେ ଆଜି ରାଜ୍ୟରେ ମୋଟ ୩୧୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୧,୦୫,୨୯୫ ଜଣ ଆରୋଗ୍ୟ ଲାଭ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

https://twitter.com/HFWOdisha/status/1303693810774360064?s=20

https://twitter.com/HFWOdisha/status/1303693814943473666?s=20

ଆଜି ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ୧୦୨୩ ଜଣ ଆରୋଗ୍ୟ ହୋଇଥିବା ବେଳେ ପୁରୀରୁ ୨୧୫, କଟକରୁ ୨୦୨, ମୟୂରଭଞ୍ଜରୁ ୧୫୪, କେନ୍ଦ୍ରାପଡ଼ାରୁ ୧୩୧, ଢେଙ୍କାନାଳରୁ ୧୨୩, ବାଲେଶ୍ୱରରୁ ୧୦୩, ସମ୍ବଲପୁରରୁ ୧୦୨, ଯାଜପୁରରୁ ୧୦୦ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଗଞ୍ଜାମରୁ ୯୮, ଝାରସୁଗୁଡ଼ା ୯୫, କୋରାପୁଟରୁ ୯୫, ବରଗଡ଼ରୁ ୯୨, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୬୦, ସୁନ୍ଦରଗଡ଼ରୁ ୫୮, ରାୟଗଡ଼ାରୁ ୫୦, ଭଦ୍ରକରୁ ୪୩, ଜଗତସିଂହପୁରରୁ ୪୨, ବଲାଙ୍ଗିରରୁ ୪୧, ନବରଙ୍ଗପୁରରୁ ୩୪, ମାଲକାନଗିରିରୁ ୩୨, ନୟାଗଡ଼ରୁ ୨୯, ଗଜପତିରୁ ୨୦, ସୁବର୍ଣ୍ଣପୁରରୁ ୨୦, ନୂଆପଡ଼ାରୁ ୧୬, ବୌଦ୍ଧରୁ ୭, ଅନୁଗୋଳରୁ ୩ ଓ ଦେବଗଡ଼ରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ