koraput
Advertisment
କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହାତରେ ରହିଛି ମାତ୍ର ୬ଦିନ। ଆଉ ଭୋଟରଙ୍କୁ ମନାଇବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ସାଧାରଣତଃ ନିର୍ବାଚନ ସମୟ ଆସିଲେ ପ୍ରାର୍ଥୀ ଗାଁ ଗାଁ ବୁଲି ଭୋଟରଙ୍କ ଘରକୁ ଯାଇ ମନାଇଥାନ୍ତି।
Advertisment
/odishatv-khabar/media/post_attachments/wp-content/uploads/2019/04/congress-12.jpg)
ଏମିତିକି ଗାଁ ଗାଁରେ ସଭା ସମିତି କରି ମନାଇବାକୁ ପ୍ରୟାସ କରିଥାନ୍ତି। ତେବେ କୋରାପୁଟ ନିର୍ବାଚନ଼ମଣ୍ଡଳୀରେ ନେତାମାନେ ଆପଣାଇଛନ୍ତି ଏକ ଭିନ୍ନ ପନ୍ଥା। ସ୍ଥାନୀୟ ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟ ଏବେ ପ୍ରାର୍ଥୀଙ୍କ ନଜରରେ ରହିଛି ।
ହାଟକୁ ବିଭିନ୍ନ ଗାଁରୁ ଶତାଧିକ ବ୍ୟବସାୟୀ ଏବଂ ଲୋକ ଆସୁଥିବାରୁ ପ୍ରାର୍ଥୀମାନେ ସେଠାକୁ ଯାଇ ପ୍ରଚାର କରୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/koraput-123_1626760249.jpg)