Advertisment

ପୁଲିସ ହାତରେ ହାତକଡ଼ି

ଯାଜପୁର : ଯାଜପୁର ଜିଲ୍ଲା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା । ଧର୍ମଶାଳା ଥାନାରେ କାର୍ଯ୍ୟରତ କନ୍‌ଷ୍ଟେବଲ ସନ୍ତୋଷ ବାରିକଙ୍କୁ ଗିରଫ କରିଛି ପୁଲିସ। ଏହି ମାମଲାର ଅଭିଯୁକ୍ତ ପିଣ୍ଟୁର ଭିଣୋଇ ହେଉଛନ୍ତି କନ୍‌ଷ୍ଟେବଲ ସନ୍ତୋଷ ବାରିକ। ଭିଣୋଇ ସନ୍ତୋଷଙ୍କ ମୋବାଇଲ ଫୋନ୍‌ରୁ ଧମକପୂର୍ଣ୍ଣ କଲ୍ ଯାଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ନାବାଳିକାଙ୍କୁ ଘରେ ଲୁଚାଇଥିବା ଅଭିଯୋଗରେ ପିଣ୍ଟୁର ମାଉସୀ ମଧ୍ୟ ଗିରଫ ହୋଇଛନ୍ତି। ପିଣ୍ଟୁର ମିଲତ ନଗରରରେ ଥିବା ୨ ଜଣ ସାଙ୍ଗଙ୍କୁ […]

ପୁଲିସ ହାତରେ ହାତକଡ଼ି

arrest

Advertisment

ଯାଜପୁର : ଯାଜପୁର ଜିଲ୍ଲା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା । ଧର୍ମଶାଳା ଥାନାରେ କାର୍ଯ୍ୟରତ କନ୍‌ଷ୍ଟେବଲ ସନ୍ତୋଷ ବାରିକଙ୍କୁ ଗିରଫ କରିଛି ପୁଲିସ। ଏହି ମାମଲାର ଅଭିଯୁକ୍ତ ପିଣ୍ଟୁର ଭିଣୋଇ ହେଉଛନ୍ତି କନ୍‌ଷ୍ଟେବଲ ସନ୍ତୋଷ ବାରିକ।

Advertisment

publive-imageଭିଣୋଇ ସନ୍ତୋଷଙ୍କ ମୋବାଇଲ ଫୋନ୍‌ରୁ ଧମକପୂର୍ଣ୍ଣ କଲ୍ ଯାଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ନାବାଳିକାଙ୍କୁ ଘରେ ଲୁଚାଇଥିବା ଅଭିଯୋଗରେ ପିଣ୍ଟୁର ମାଉସୀ ମଧ୍ୟ ଗିରଫ ହୋଇଛନ୍ତି। ପିଣ୍ଟୁର ମିଲତ ନଗରରରେ ଥିବା ୨ ଜଣ ସାଙ୍ଗଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ