Advertisment

ଆଜି ଦିଲ୍ଲୀରେ ବସିବ କଂଗ୍ରେସର ସିଇସି ବୈଠକ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ବସିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ। ଏହି ବୈଠକରେ ବାକିଥିବା ଆସନ ପାଇଁ ଅବଶିଷ୍ଟ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଦିଲ୍ଲୀ ଗସ୍ତ କରିଛନ୍ତି। ଓଡ଼ିଶାରେ ବାକି ଆସନ ଗୁଡ଼ିକର ପ୍ରାର୍ଥୀ ଘୋଷଣା ଆଉ ଦିନେ ଦୁଇ ଦିନ ମଧ୍ୟରେ ହୋଇପାରେ। ବିଶେଷ ଭାବେ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ […]

ଆଜି ଦିଲ୍ଲୀରେ ବସିବ କଂଗ୍ରେସର ସିଇସି ବୈଠକ

d0a606756a3dfe9e384322906fb0c4cb_342_660

Advertisment

ଭୁବନେଶ୍ୱର: ଆଜି ଦିଲ୍ଲୀରେ ବସିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ। ଏହି ବୈଠକରେ ବାକିଥିବା ଆସନ ପାଇଁ ଅବଶିଷ୍ଟ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଦିଲ୍ଲୀ ଗସ୍ତ କରିଛନ୍ତି। ଓଡ଼ିଶାରେ ବାକି ଆସନ ଗୁଡ଼ିକର ପ୍ରାର୍ଥୀ ଘୋଷଣା ଆଉ ଦିନେ ଦୁଇ ଦିନ ମଧ୍ୟରେ ହୋଇପାରେ। ବିଶେଷ ଭାବେ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ ହାଇକମାଣ୍ଡ କି ଅଙ୍କ କଷୁଛନ୍ତି ଏବେ ତା ଉପରେ ନଜର ରହିଛି। ଏଥିସହ ନିରଞ୍ଜନ କେତୋଟି ଆସନରେ ଛିଡ଼ା ହେବେ ପ୍ରଶ୍ନ  କରିବାରୁ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳ ଟିକେଟ ଦେଲେ ମୁଁ ବି ୩/୪ଟି ଆସନରୁ ପ୍ରାର୍ଥୀ ହେବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ