Advertisment

ଦ୍ୱିତୀୟ ଦଫାରେ ୫୪ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ କରାଯାଇଥିବା ବିସ୍ମୟ ମହାପାତ୍ରଙ୍କୁ ବଦଳାଇ ତାଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ୍ ମିଳିଛି। ଆସନ୍ତୁ ନଜର ପକାଇବା ପୂରା ତାଲିକା ଉପରେ। ବିଜେପୁର- ରିପୁନାଥ ସେଠ,ଭଟଲି- ସରୋଜ ମହାପାତ୍ର, ଝାରସୁଗୁଡା-ମହେନ୍ଦ୍ର ନାଏକ, ତଳସରା-ପ୍ରଫୁଲ୍ଲ ମାଝି,ସୁନ୍ଦରଗଡ- ଅମିତା ବିଶ୍ୱାଳ, ରଘୁନାଥପାଲ୍ଲୀ- ପ୍ରଶାନ୍ତ ସେଠୀ, ରାଉରକେଲା-ମୁକ୍ତିକାନ୍ତ ବିଶ୍ୱାଳ,କୁଚିଣ୍ଡା- ଶୋଭାରାମ ପ୍ରଧାନ,ରେଙ୍ଗାଲି- ବାଳକୃଷ୍ଣ ରୋହିଦାସ, ସମ୍ବଲପୁର- […]

ଦ୍ୱିତୀୟ ଦଫାରେ ୫୪ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

congress

Advertisment

ଭୁବନେଶ୍ୱର: କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ କରାଯାଇଥିବା ବିସ୍ମୟ ମହାପାତ୍ରଙ୍କୁ ବଦଳାଇ ତାଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ୍ ମିଳିଛି।

Advertisment

ଆସନ୍ତୁ ନଜର ପକାଇବା ପୂରା ତାଲିକା ଉପରେ। ବିଜେପୁର- ରିପୁନାଥ ସେଠ,ଭଟଲି- ସରୋଜ ମହାପାତ୍ର, ଝାରସୁଗୁଡା-ମହେନ୍ଦ୍ର ନାଏକ, ତଳସରା-ପ୍ରଫୁଲ୍ଲ ମାଝି,ସୁନ୍ଦରଗଡ- ଅମିତା ବିଶ୍ୱାଳ, ରଘୁନାଥପାଲ୍ଲୀ- ପ୍ରଶାନ୍ତ ସେଠୀ, ରାଉରକେଲା-ମୁକ୍ତିକାନ୍ତ ବିଶ୍ୱାଳ,କୁଚିଣ୍ଡା- ଶୋଭାରାମ ପ୍ରଧାନ,ରେଙ୍ଗାଲି- ବାଳକୃଷ୍ଣ ରୋହିଦାସ, ସମ୍ବଲପୁର- ଅଶ୍ୱିନୀ କୁମାର ଗୁରୁ, ରେଢାଖୋଲ- ଆସଫ ଅଲ୍ଲୀ ଖାନ୍,ଦେବଗଡ଼- ଉମାଶଙ୍କର ସାହୁ,ଆନନ୍ଦପୁର-ଜୟଦେବ ଜେନା,କେନ୍ଦୁଝର- ବିଦ୍ୟାଧର ଦେହୁରୀ,ଚମ୍ପୁଆ- ଯଦୁମଣି ବାରିକ,କରଞ୍ଜିଆ-ସୁଦାମ ଚରଣ ନାଏକ,ଜଳେଶ୍ୱର- ସୁଦର୍ଶନ ଦାସ, ନୀଳଗିରି- ମନୋଜ ମଂଜରୀ ଦେବୀ,କୋରେଇ- ବନ୍ଦିତା ପରିଡ଼ା,ଢେଙ୍କାନାଳ- ନବୀନ ନନ୍ଦ,ପାଲଲହଡା- ସୁବ୍ରତ ଗଡ଼ନାୟକ,ତାଳଚେର- ସୁରେଶ ଚନ୍ଦ୍ର ବେହେରା, ଅନୁଗୁଳ- ବିପ୍ଳବ ଜେନା,ଛେଣ୍ଡିପଦା- ସସ୍ମିତା ବେହେରା,ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ,ସୋନପୁର- ଚିତ୍ତରଂଜନ ମିଶ୍ର,

ଲୋଇସିଂହା- ନବ କିଶୋର ନାଏକ,ଟିଟିଲାଗଡ଼- ସୁରେନ୍ଦ୍ର ସିଂ ଭୋଇ,କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା, ଉମରକୋଟ- ଯଶୋଦା ରାଣୀ ଗଣ୍ଡ,ଜୁନାଗଡ଼- ଅନୀଲ ସିଂ ଦେଓ,ଭବାନୀପାଟଣା- ସାଗର ଚରଣ ଦାସ, ନର୍ଲା- ଚିତ୍ତରଂଜନ ମଣ୍ଡଳ,ବାଙ୍କି- ଦେବାଶିଷ ପଟ୍ଟନାୟକ,ଆଠଗଡ଼- ଉମାବଲ୍ଲଭ ରଥ,କଟକ ବାରବାଟୀ- ମହମ୍ମଦ ମୋକିମ୍,କଟକ ସଦର- ରତ୍ନାକର ବେହେରା,କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା,ଆଳି- ଦେବେନ୍ଦ୍ର ଶର୍ମା,ରାଜନଗର- ଅଂଶୁମାନ ମହାନ୍ତି,ଜଗତସିଂହପୁର- ଚିରଞ୍ଜୀବ ବିଶ୍ୱାଳ,କାକଟପୁର- ବିଶ୍ୱଭୂଷଣ ଦାଶ,ବ୍ରହ୍ମଗିରି- ଉମାକାନ୍ତ ବରାଳ,ସତ୍ୟବାଦୀ- ପ୍ରସାଦ ହରିଚନ୍ଦନ,ଏକାମ୍ର ଭୁବନେଶ୍ୱର- ରଶ୍ମିରେଖା ମହାପାତ୍ର,ଜଟଣୀ- ସୁରେଶ କୁମାର ରାଉତରାୟ,ରଣପୁର- ଶୁଭଶ୍ରୀ ପଣ୍ଡା,ଖଲ୍ଲିକୋଟ- ଭୋକାଲି ସେଠୀ, ସୋରଡ଼ା- ସଂଗ୍ରାମ ମହାନ୍ତି,ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡା,ପାରଳାଖେମୁଣ୍ଡି- କେ. ସୂର୍ଯ୍ୟା ରାଓ,ରାୟଗଡ଼ା- ଆପାଲ୍‌ସ୍ୱାମୀ କାଡ୍ରାକା, ଲକ୍ଷ୍ମୀପୁର- କୈଳାସ କୁଲେସିକା,କୋଟପାଡ଼- ଚନ୍ଦ୍ରଶେଖର ମାଝୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ