Advertisment

Concern Grows Among Odia Expatriates: ବନ୍ଦ ହେବ କି ଦୁବାଇକୁ ସିଧା ବିମାନ? ଭୁବନେଶ୍ବରରୁ ସିଧା ବିମାନ ଉଡାଣକୁ ନେଇ ଆଶଙ୍କା

ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି। UAEରେ ଥିବା ଓଡ଼ିଆ ସମାଜ ପକ୍ଷରୁ ଲେଖାଯାଇଛି ଚିଠି।

Bhubaneswar-Dubai Direct Flight

Bhubaneswar-Dubai Direct Flight Photograph: (OTV)

Advertisment

ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି। UAEରେ ଥିବା ଓଡ଼ିଆ ସମାଜ ପକ୍ଷରୁ ଲେଖାଯାଇଛି ଚିଠି। ଆସନ୍ତା ୩୦ ମାର୍ଚ୍ଚ ପରେ ଇଣ୍ଡିଗୋର ସିଧା ବିମାନ ପାଇଁ ବୁକିଂ ହେଉନି। ଏହାକୁ ନେଇ ଆଶଙ୍କାରେ ଦୁବାଇ ସମେତ UAEରେ ଥିବା ପ୍ରାୟ ୪୦ ହଜାର ଓଡ଼ିଆ। କାରଣ ଭୁବନେଶ୍ବରରୁ ଦୁବାଇ ସିଧା ବିମାନ ଉପରେ ସମସ୍ତେ ନିର୍ଭର କରନ୍ତି। 

Advertisment

ଯଦି, ଏହା ବନ୍ଦ ହୁଏ ତାହେଲେ ଅନେକ ଅସୁବିଧା ହେବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଧ୍ୟାନ ଦେବାକୁ ଦାବି ହୋଇଛି। ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ବି ସମାନ ଧରଣର ସମସ୍ୟା ଥିଲା କିନ୍ତୁ ଠିକ୍ ସମୟରେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ସ୍ବାଭାବିକ ହେଇଥିଲା ବିମାନ ଚଳାଚଳ। ଏ ନେଇ ଇଣ୍ଡିଗୋ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

ବନ୍ଦ ହେବ କି ଦୁବାଇକୁ ସିଧା ବିମାନ?
ଭୁବନେଶ୍ବରରୁ ଦୁବାଇ ସିଧା ବିମାନକୁ ନେଇ ଆଶଙ୍କା 
ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା ଓଡ଼ିଆ ସମାଜ 
ଦୁବାଇରେ ଥିବା ପ୍ରବାସୀ ଓଡ଼ିଆଙ୍କ ବଢ଼ିଲା ଚିନ୍ତା 
ମାର୍ଚ୍ଚ ୩୦ ପରେ ଇଣ୍ଡିଗୋ ସାଇଟରେ ବୁକ୍ ହେଉନି ଟିକେଟ୍ 
ଭୁବନେଶ୍ବର-ଦୁବାଇ ଇଣ୍ଡିଗୋ ସିଧା ବିମାନ ବନ୍ଦ ହେବା ନେଇ ଆଶଙ୍କା
ରାଜ୍ୟ ସରକାରଙ୍କୁ ନିବେଦନ କଲା ଓଡ଼ିଆ ସମାଜ

Advertisment
Bhubaneswar Dubai Indigo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ