Advertisment

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ବିଧାନସଭା ରାସ୍ତା

ଭୁବନେଶ୍ୱର: ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ହେବା ପରେ କମିଶନରେଟ୍ ପୋଲିସ୍‌ ଟ୍ରାଫିକରେ ପରିବର୍ତ୍ତନ ଆଣିଛି। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ବିଧାନସଭା ସାମ୍ନା ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ସିଲ୍ କରି ଦିଆଯାଇଛି। ଏହି ରାସ୍ତାରେ ଯିବା ଆସିବା ଉପରେ କଟକଣା ଲଗା ଯାଇଛି। ଜନସାଧାରଣକୁ ଏହି ରାସ୍ତା ବଦଳରେ ଜୟଦେବ ଭବନରୁ ଆଇଜି ପାର୍କ ରାସ୍ତାରେ ଯିବାକୁ କୁହାଯାଇଛି। ଗତକାଲି ଜଗତସିଂହପୁର କୁଜଙ୍ଗର ମା’ ପୁଅ, ଏହା ପୂର୍ବରୁ ଜଣେ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି

ଭୁବନେଶ୍ୱର: ଶୀତ ଅଧିବେଶନ ଚାଲିଥିବାବେଳେ ବିଧାନସଭା ଆଗରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ହେବା ପରେ କମିଶନରେଟ୍ ପୋଲିସ୍‌ ଟ୍ରାଫିକରେ ପରିବର୍ତ୍ତନ ଆଣିଛି।

Advertisment

ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ବିଧାନସଭା ସାମ୍ନା ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ସିଲ୍ କରି ଦିଆଯାଇଛି। ଏହି ରାସ୍ତାରେ ଯିବା ଆସିବା ଉପରେ କଟକଣା ଲଗା ଯାଇଛି। ଜନସାଧାରଣକୁ ଏହି ରାସ୍ତା ବଦଳରେ ଜୟଦେବ ଭବନରୁ ଆଇଜି ପାର୍କ ରାସ୍ତାରେ ଯିବାକୁ କୁହାଯାଇଛି।

ଗତକାଲି ଜଗତସିଂହପୁର କୁଜଙ୍ଗର ମା’ ପୁଅ, ଏହା ପୂର୍ବରୁ ଜଣେ ଚାଷୀ ଓ ତା‘ ଆଗରୁ ପରୀର ମା’ବାପା ଆତ୍ମାହୁତି ଉଦ୍ୟମ କରିଥିଲେ।

Advertisment

ପଢ଼ନ୍ତୁ: ‘ମୋ ପୁଅକୁ ୧୦ରୁ ୧୨ ଜଣ ମାରି ଫୋପାଡ଼ି ଦେଲେ, ମୋର ସବୁ ସରିଗଲା’

Advertisment
Advertisment