naveen
Advertisment
ଗୁଣପୁର(ଇନ୍ଦ୍ରଜିତ୍ ପଣ୍ଡା): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା ଗୁଣପୁରରେ ନିର୍ବାଚନୀ ପ୍ରଚାର କରିବେ। ଆୟୋଜିତ ସାଧାରଣସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସମ୍ବୋଧନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
Advertisment
ନବୀନ ଗୁଣପୁରରେ ପହଞ୍ଚିବା ପରେ ଏକ ରୋଡ୍ ସୋ’ କରିବେ। ଏହାପରେ ବସନ୍ତ ମହୋତ୍ସବ ପଡ଼ିଆରେ ଆୟୋଜିତ ସାଧାରଣସଭାରେ ଯୋଗ ଦେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bhubaneswar-minister-bhuban_1626760159.jpg)