/odishatv-khabar/media/media_files/2025/10/06/cm-2025-10-06-14-26-49.jpg)
cm Photograph: (OTV)
ଦିନିକିଆ ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ନୂଆପଡ଼ା ମିନି ଷ୍ଟାଡିୟମରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି ।
#ନୂଆପଡ଼ା_ପାଇଁ୧୧୦୧_କୋଟି_ଭେଟି
— ଓଟିଭି (@otvkhabar) October 6, 2025
-ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା
-ନୂଆପଡ଼ା ପାଇଁ ୧୧୦୧ କୋଟି ଟଙ୍କାର ଭେଟି ଘୋଷଣା
-ନୂଆପଡ଼ାରେ ଜଳସେଚନ ପାଇଁ ୮୦୨ କୋଟି ଘୋଷଣା
-୭୫ କୋଟିର ଅନ୍ୟାନ୍ୟ କଲ୍ୟାଣମୂଳକ ପ୍ରକଳ୍ପ ମଧ୍ୟ ଘୋଷଣା କଲେ
-ନୂଆପଡ଼ାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ… pic.twitter.com/FzJy3TpO0q
୮୭୭ କୋଟିି ଟଙ୍କା ବିନିମୟରେ ହେବାକୁ ଥିବା ୮୦୯ ଗୋଟି ପ୍ରକଳ୍ପର ଘୋଷଣା ସହିତ ୬୪ କୋଟି ଟଙ୍କା ବିନିମୟରେ ୧୦୯ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ସିଏମ । ୧୫୯ କୋଟି ଟଙ୍କା ବିନିମୟରେ ୩୯ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ,ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
Relief from Traffic Chaos: ଆକାଶରେ ଉଡ଼ି ଅଫିସ ପହଞ୍ଚିବେ, ଟ୍ରାଫିକରେ ଫସିବାରୁ ମିଳିଯିବ ମୁକ୍ତି

Farmers Cry for Help: ଦୁଃଖ ଦେଇଛି ତିଖାଲି ଡ୍ୟାମ, ଉଜୁଡିଗଲା ବର୍ଷକର ଚାଷ

Layoff Rumours:ଏକାଥରେ ବିଦା ହେବେ ୮୦ ହଜାର କର୍ମଚାରୀ, ଆଇଟି କର୍ମଚାରୀଙ୍କ ବଢିଲା ଚିନ୍ତା

Police officer dies: ବାରହା ଘଉଡ଼ାଇବା ପଡ଼ିଲା ମହଙ୍ଗା, ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)