STUDENT_DEATH Photograph: (OTV)
ସ୍କୁଲରେ ପହଁଚିବା ପୂର୍ବରୁ ଟଳି ପଡିଲେ ସପ୍ତମ ଶ୍ରେଣୀ ଛାତ୍ର। ରାସ୍ତା ଉପରେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଲେ ସ୍ଥାନୀୟ ଲୋକେ ଏବଂ ପରିବାର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଦିଗପହଣ୍ଡିରେ। ସେଠାରେ ଡାକ୍ତର ମୃତୁ ଘୋଷଣା କରିଥିବା ଜଣା ପଡିଛି।
ପୂର୍ବରୁ ଦେହ ଅସୁସ୍ଥ ହୋଇ ଥିବା ବେଳେ କିଭଳି ଛାତ୍ର ଜଣଙ୍କ ପଡି ଯିବାରୁ ମୃତୁ ହେଲା ତାହା କାରଣ ଆଶ୍ୱଷ୍ଟ।ତେବେ ଏହି ଭଳି ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ରେ।ସେହି ଗାଁ ରେ ଥିବା ରାଧାମୋହନ ବିଦ୍ୟାପୀଠ ର ସପ୍ତମ ଶ୍ରେଣୀ ଛାତ୍ର ଆକାଶ ଗଉଡ଼ ଆଜି ସକାଳ ସ୍କୁଲ ହୋଇ ଥିବାରୁ ସ୍କୁଲ ଯିବାକୁ ବାହାରି ପଡି ଥିଲେ।ଯିବା ସମୟରେ ଅଧ ବାଟରେ ଏହି ଭଳି ଘଟଣା ଦେଖିବାକୁ ମିଳିଛି।
• ଅଧରାସ୍ତାରେ ଟଳିପଡ଼ିଲେ ଛାତ୍ର
• ସ୍କୁଲ ଯିବା ବେଳେ ଅଧରାସ୍ତାରେ ଟଳିପଡ଼ିଲେ ଛାତ୍ର
• ମେଡିକାଲରେ ଛାତ୍ରଙ୍କୁ ମୃତ ଘୋଷଣା କଲେ ଡାକ୍ତର
• ନିମଖଣ୍ଡିପେଣ୍ଠ ରାଧାମୋହନ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର
• ମୃତ୍ୟୁର କାରଣ ଅସ୍ପଷ୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/13/student_death-2025-12-13-12-39-47.jpg)