Advertisment

ଚେଲ୍ଲାକୁମାର ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର: ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ। ଜିତେନ୍ଦ୍ର ସିଂଙ୍କ ସ୍ଥାନ ନେଲେ ଚେଲ୍ଲାକୁମାର। ଚେଲା କୁମାରଙ୍କୁ ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ମିଜୋରାମ୍ ଓ ମଣିପୁରର ପ୍ରଭାରୀ ନିଯୁକ୍ତି ମିଳିଛି। ଏଆଇସିସି ଆଜି ୯ ସାଧାରଣ ସମ୍ପାଦକ ଓ ୧୭ ଜଣଙ୍କୁ ବିଭିନ୍ନ ରାଜ୍ୟର ପ୍ରଭାରୀ ସହ ଅନ୍ୟ ସାଂଗଠନିକ ଦାୟିତ୍ୱ ଦେଇଛି।

ଚେଲ୍ଲାକୁମାର ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ

chella-kumar

Advertisment

ଭୁବନେଶ୍ୱର: ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ। ଜିତେନ୍ଦ୍ର ସିଂଙ୍କ ସ୍ଥାନ ନେଲେ ଚେଲ୍ଲାକୁମାର। ଚେଲା କୁମାରଙ୍କୁ ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେପଟେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ମିଜୋରାମ୍ ଓ ମଣିପୁରର ପ୍ରଭାରୀ ନିଯୁକ୍ତି ମିଳିଛି। ଏଆଇସିସି ଆଜି ୯ ସାଧାରଣ ସମ୍ପାଦକ ଓ ୧୭ ଜଣଙ୍କୁ ବିଭିନ୍ନ ରାଜ୍ୟର ପ୍ରଭାରୀ ସହ ଅନ୍ୟ ସାଂଗଠନିକ ଦାୟିତ୍ୱ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ