Advertisment

CBI Intensifies Probe in Police SI Exam Scam: SI ସ୍କାମ: ଆଶାୟୀ ପରୀକ୍ଷାର୍ଥୀଙ୍କୁ ସିବିଆଇ ତନାଘନା

ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ତନାଘନା। ଗତକାଲିଠାରୁ ଚାଲିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା। କାଲି ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସିବିଆଇର ପଚରାଉଚରା। ଆଜି ପୁଣି ହାଜର ହେବେ ଆଉ କିଛି ପରୀକ୍ଷାର୍ଥୀ।

SI EXAM

SI EXAM Photograph: (OTV)

Advertisment

ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ତନାଘନା କରୁଛି ସିବିଆଇ। ଗତକାଲିଠାରୁ ଚାଲିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା। କାଲି ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସିବିଆଇ ପଚରାଉଚରା କରିଥିବାବେଳେ ଆଜି ପୁଣି ଆଉ କିଛି ପରୀକ୍ଷାର୍ଥୀ ହାଜର ହୋଇ ପରୀକ୍ଷାର୍ଥୀ ମାନେ ନିଜ ନିଜ ପକ୍ଷ ରଖିବେ। 

Advertisment

ସିବିଆଇ ପ୍ରାୟ ୧୫୦ ପରୀକ୍ଷାର୍ଥୀଙ୍କୁ ସମନ କରିଛି । ପର୍ଯ୍ୟାୟକ୍ରମେ ସେମାନେ ସିବିଆଇ ଅଫିସରେ ହାଜର ହେବାକୁ ହୋଇଛି ସମନ୍। ପରୀକ୍ଷାର୍ଥୀ ମାନଙ୍କଠାରୁ ତଥ୍ୟ ହାସଲ କରିବ ସିବିଆଇ। ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ। ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ।

SI ସ୍କାମ : ପରୀକ୍ଷାର୍ଥୀଙ୍କୁ ଜେରା
ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ତନାଘନା 
ଗତକାଲିଠାରୁ ଚାଲିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜେରା
କାଲି ୧୦ ଜଣ ପରୀକ୍ଷାର୍ଥୀଙ୍କୁ ସିବିଆଇର ପଚରାଉଚରା
ଆଜି ପୁଣି ହାଜର ହେବେ ଆଉ କିଛି ପରୀକ୍ଷାର୍ଥୀ 
ପ୍ରାୟ ୧୫୦ ପରୀକ୍ଷାର୍ଥୀଙ୍କୁ ସମନ କରିଛି ସିବିଆଇ
ପର୍ଯ୍ୟାୟକ୍ରମେ ସିବିଆଇ ଅଫିସରେ ହାଜର ହେବାକୁ ହୋଇଛି ସମନ୍
ପରୀକ୍ଷାର୍ଥୀ ମାନଙ୍କଠାରୁ ତଥ୍ୟ ହାସଲ କରିବ ସିବିଆଇ
ତଥ୍ୟ ନେଇ ସେହି ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ
ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ

Advertisment
Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ