Advertisment

ଚାଷ ଜମିରେ ମାଡ଼ିଆସିଲା ୪ ଫୁଟ୍‌ର ପାଣି

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର କଙ୍ଗା ପଞ୍ଚାୟତ ଗୁମୁରାଗୁଡ଼ା ଗାଁ ଦେଇ ଯାଇଥିବା ଏକ କେନାଲର ଆଡ଼ିବନ୍ଧ ଭୁଶୁଡି ପଡ଼ିବାରୁ ଶହ ଶହ ହେକ୍ଟର ଜମ ଜଳମଗ୍ନ ହୋଇଯାଇଛି। ଏଥିସହ ଜମିରେ ବାଲିଚର ମାଡ଼ି ଯାଇଛି। ଏନେଇ ଚାଷୀ ଏବେ ଚିନ୍ତାରେ। ରାଜ୍ୟର ଅନେକ ସ୍ଥାନରେ ବର୍ଷା ନାହିଁ ବୋଲି ଚାଷୀ ଚିନ୍ତାରେ ଥିବା ବେଳେ ଗୁମୁରାଗୁଡ଼ା ଗାଁର ଚାଷୀମାନେ କେନାଲ ପାଣିକୁ ଭରସା କରି ଧାନ ରୋଇ ଥିଲେ। ହେଲେ ଗତକାଲି କେନାଲର ଆଡ଼ିବନ୍ଧ ଭୁଶୁଡି […]

ଅଦ୍ୟତନ ହୋଇଛି
ଚାଷ ଜମିରେ ମାଡ଼ିଆସିଲା ୪ ଫୁଟ୍‌ର ପାଣି

waterrr

Advertisment

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର କଙ୍ଗା ପଞ୍ଚାୟତ ଗୁମୁରାଗୁଡ଼ା ଗାଁ ଦେଇ ଯାଇଥିବା ଏକ କେନାଲର ଆଡ଼ିବନ୍ଧ ଭୁଶୁଡି ପଡ଼ିବାରୁ ଶହ ଶହ ହେକ୍ଟର ଜମ ଜଳମଗ୍ନ ହୋଇଯାଇଛି। ଏଥିସହ ଜମିରେ ବାଲିଚର ମାଡ଼ି ଯାଇଛି। ଏନେଇ ଚାଷୀ ଏବେ ଚିନ୍ତାରେ।

Advertisment

publive-image

ରାଜ୍ୟର ଅନେକ ସ୍ଥାନରେ ବର୍ଷା ନାହିଁ ବୋଲି ଚାଷୀ ଚିନ୍ତାରେ ଥିବା ବେଳେ ଗୁମୁରାଗୁଡ଼ା ଗାଁର ଚାଷୀମାନେ କେନାଲ ପାଣିକୁ ଭରସା କରି ଧାନ ରୋଇ ଥିଲେ। ହେଲେ ଗତକାଲି କେନାଲର ଆଡ଼ିବନ୍ଧ ଭୁଶୁଡି ପଡ଼ିଥିଲା। ସୁନାର ଫସିଲ ଫଳାଇ ଋଣ ଆଣିଥିବା ଟଙ୍କାଙ୍କୁ ସୁଝିବେ ବୋଲି ଚାଷୀ ଆଶା ବାନ୍ଧିଥିଲେ। କିନ୍ତୁ ଚାଷ ଜମିରେ ହେକ୍ଟର ହେକ୍ଟର ପାଣି ପଶିବା ଦ୍ୱାରା ଧାନ ବିଲ ଆଉ ଦେଖାଯାଉ ନାହିଁ। ଜମି ଉପରେ ୩ରୁ ୪ ଫୁଟ୍‌ର ପାଣି ଲହଡ଼ି ମାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ