Advertisment

୧୯ରେ ଏହିସବୁ ବୁଥ୍‌ରେ ହେବ ସାନି ନିର୍ବାଚନ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବରି, ସୁକିନ୍ଦା, ଧର୍ମଶାଳା ଓ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୯ଟି ବୁଥ୍‌ରେ ୧୯ ତାରିଖରେ ହେବ ସାନି ମତଦାନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ ଯାଞ୍ଚ କଡ଼ାକଡ଼ି କରାଯାଉଛି । ଏହାଛଡ଼ା ୯ ପ୍ଲାଟୁନ ଫୋର୍ସ, ୨ଜଣ ଆଡିସନାଲ ଏସପି, ୪ଜଣ ଡିଏସପି ଓ ୭ଟି ମୋବାଇଲ ପୋଲିସ ପାର୍ଟି […]

୧୯ରେ ଏହିସବୁ ବୁଥ୍‌ରେ ହେବ ସାନି ନିର୍ବାଚନ

election

Advertisment

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବରି, ସୁକିନ୍ଦା, ଧର୍ମଶାଳା ଓ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୯ଟି ବୁଥ୍‌ରେ ୧୯ ତାରିଖରେ ହେବ ସାନି ମତଦାନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ ଯାଞ୍ଚ କଡ଼ାକଡ଼ି କରାଯାଉଛି । ଏହାଛଡ଼ା ୯ ପ୍ଲାଟୁନ ଫୋର୍ସ, ୨ଜଣ ଆଡିସନାଲ ଏସପି, ୪ଜଣ ଡିଏସପି ଓ ୭ଟି ମୋବାଇଲ ପୋଲିସ ପାର୍ଟି ମୁତୟନ କରାଯିବ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି । ପୂର୍ବରୁ ମତଦାନ ବେଳେ ଏହି ସବୁ ବୁଥ୍‌ରେ ରିଗିଂ ଅଭିଯୋଗ ଆସିଥିବାରୁ ଏଠାରେ ସାନି ମତଦାନ କରାଯାଉଛି।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ