Advertisment

ବସ୍‌ ଭଡ଼ା କମିଲା

କଟକ (ଦେବାଶିଷ ମହାନ୍ତି): କମିଲା ବସ୍ ଭଡ଼ା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ କରାଯାଇଛି। ସାଧାରଣ ବସ୍ ଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧ ପଇସାରୁ ୯୯ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୧.୨୩ରୁ ୧.୨୧ ପଇସାକୁ ହ୍ରାସ କରାଯାଇଛି। ତୈଳ ଦର ବୃଦ୍ଧି ଘଟିଥିବାରୁ ଜାନୁଆରୀ ୬ ତାରିଖରେ ବସ୍ […]

ବସ୍‌ ଭଡ଼ା କମିଲା

bus

Advertisment

କଟକ (ଦେବାଶିଷ ମହାନ୍ତି): କମିଲା ବସ୍ ଭଡ଼ା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ କରାଯାଇଛି। ସାଧାରଣ ବସ୍ ଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧ ପଇସାରୁ ୯୯ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୧.୨୩ରୁ ୧.୨୧ ପଇସାକୁ ହ୍ରାସ କରାଯାଇଛି।

Advertisment

ତୈଳ ଦର ବୃଦ୍ଧି ଘଟିଥିବାରୁ ଜାନୁଆରୀ ୬ ତାରିଖରେ ବସ୍ ଭଡ଼ା ବୃଦ୍ଧି ଘଟିଥିଲା। ଅଟୋମେଟିକ୍ ମେକାନିଜିମ୍‌ରେ ବଢ଼ିଥିଲା ବସ୍ ଭଡ଼ା, ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବସ୍ ଭଡ଼ା ବୃଦ୍ଧିକୁ ସାଧାରଣରେ ତୀବ୍ର ବିରୋଧ କରାଯାଇଥିଲା। ଏବେ ଡିଜେଲ ଦର କମିଥିବାରୁ ବସ୍ ଭଡ଼ା ଅଟୋମେଟିକ୍ ମେକାନିଜିମ୍ ସିଷ୍ଟମରେ କମିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ