Advertisment

କଟକ ବାଦାମବାଡ଼ିରେ ଜଳିଗଲା ବସ୍‌

କଟକ: କଟକ ବାଦାମବାଡିରେ ଏକ ଘରୋଇ ବସ୍‌ ଜଳି ଯାଇଥିବା ସୂଚନା ମିଳିଛି। ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ କେଉଁ କାରଣ ପାଇଁ ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବସ୍‌ରେ ନିଆଁ ଲାଗିବା ସମୟରେ ବସ୍‌ ଭିତରେ କେହି ଯାତ୍ରୀ ନଥିଲେ ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିଆଁ ଲିଭା ଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
କଟକ ବାଦାମବାଡ଼ିରେ ଜଳିଗଲା ବସ୍‌

fire

କଟକ: କଟକ ବାଦାମବାଡିରେ ଏକ ଘରୋଇ ବସ୍‌ ଜଳି ଯାଇଥିବା ସୂଚନା ମିଳିଛି। ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍‌ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ ନିଆଁ ଲାଗି ଯାଇଥିଲା।

Advertisment

ତେବେ କେଉଁ କାରଣ ପାଇଁ ବସ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବସ୍‌ରେ ନିଆଁ ଲାଗିବା ସମୟରେ ବସ୍‌ ଭିତରେ କେହି ଯାତ୍ରୀ ନଥିଲେ ବୋଲି ଜଣାପଡ଼ିଛି।

ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିଆଁ ଲିଭା ଯାଇଥିଲା।

Advertisment
Advertisment