Bangladeshi Photograph: (OTV)
ବୁଲିଲା ବୁଲଡୋଜର, ଭଙ୍ଗାଗଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର। ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ସଦର ଥାନା ବେହେରାମପୁର ବସ୍ତିରେ ଘର ଉପରେ ବୁଲିଲା ବୁଲ୍ ଡୋଜର। ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ୧୦ ବଖରା ଘର ଭଙ୍ଗାଯାଇଛି।
ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି, ମାମଲାକୁ ଗୁରୁତ୍ବର ସହ ନେଇଛୁ, ସବୁ ଦିଗରୁ ତଦନ୍ତ ଚାଲିଛି। ସେମାନେ କେମିତି ଆସିଲେ, କଣ ଲିଙ୍କ୍ ଅଛି ଓ କିଏ ଆଣି ରଖିଲା ତଦନ୍ତ କରୁଛୁ। ଯିଏ ବି ଦୋଷୀ ସାବ୍ୟସ୍ତ ହେବ ପଦକ୍ଷେପ ନେବୁ ବୋଲି ଜିଲ୍ଲାପାଳ କହିଛନ୍ତି।
• ବୁଲିଲା ବୁଲଡୋଜର, ଭଙ୍ଗାଗଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର
• ଜଗତସିଂହପୁରରେ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ
• ବେହେରାମପୁର ବସ୍ତିରେ ଘର ଉପରେ ବୁଲିଲା ବୁଲଡୋଜର
• ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର
• କେମିତି ଆସିଲେ, କଣ ଲିଙ୍କ୍ ଓ କିଏ ଆଣି ରଖିଲା ତଦନ୍ତ ଚାଲିଛି
• ଯିଏ ବି ଦୋଷୀ ସାବ୍ୟସ୍ତ ହେବ ପଦକ୍ଷେପ ନେବୁ: ଜିଲ୍ଲାପାଳ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/bangladeshi-2025-11-17-14-37-42.jpg)