money
Advertisment
ଜଳେଶ୍ୱର(ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜବତ ହେଲା ବ୍ରାଉନ୍ସୁଗର। ଆଜି ଭୋରରୁ ଜଳେଶ୍ୱର ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୧୨୦ ଗ୍ରାମର ବ୍ରାଉନ୍ସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ଅବକାରୀ ବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
Advertisment
ପୂର୍ବ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ ଇଣ୍ଡିଗୋ କାରରେ ଧଳା ଜହର ଭୁବନେଶ୍ୱରକୁ ଆସୁଥିବା ବେଳେ ଅବକାରୀ ବିଭାଗ ୬୦ ନମ୍ବର NHର ଗାୟତ୍ରୀ ପେଟ୍ରୋଲ ପମ୍ପ୍ ନିକଟରେ ଧରିଥିଲା। ଗିରଫ ୩ ଅଭିଯୁକ୍ତଙ୍କ ଘର ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଅଞ୍ଚଳରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/money-2_1626339897.jpg)