Advertisment

ବାଂଲା ବ୍ୟୁଟିର ବ୍ରାଉନସୁଗାର ବେପାର

ଭୁବନେଶ୍ୱର : ବାଂଲା ବ୍ୟୁଟିର ଧଳା ଜହର କାରବାର। ଦେଖିବାକୁ ବ୍ୟୁଟି, ହେଲେ ବେପାର ବ୍ରାଉନସୁଗାର। ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦି ପଡ଼ିଆରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପଶ୍ଚିମବଙ୍ଗର ବ୍ୟୁଟି ପୋଦାର ଓ ତାର ଦୁଇ ସହଯୋଗୀ ଧରାପଡିଛନ୍ତି । ଏବେ ତାର ଭାଇକୁ ଖୋଜୁଛି ପୁଲିସ । ବ୍ୟୁଟି ପୋଦାର ବାଲେଶ୍ୱରରୁ ବ୍ରାଉନସୁଗାର ସଂଗ୍ରହ କରିବା ପରେ ତା ର ଏଜେଣ୍ଟ ଜରିଆରେ ଚଳାଉଥିଲା ବେପାର। ହଳଦି ପଡ଼ିଆରେ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ […]

ବାଂଲା ବ୍ୟୁଟିର ବ୍ରାଉନସୁଗାର ବେପାର

beauty

Advertisment

ଭୁବନେଶ୍ୱର : ବାଂଲା ବ୍ୟୁଟିର ଧଳା ଜହର କାରବାର। ଦେଖିବାକୁ ବ୍ୟୁଟି, ହେଲେ ବେପାର ବ୍ରାଉନସୁଗାର। ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦି ପଡ଼ିଆରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପଶ୍ଚିମବଙ୍ଗର ବ୍ୟୁଟି ପୋଦାର ଓ ତାର ଦୁଇ ସହଯୋଗୀ ଧରାପଡିଛନ୍ତି । ଏବେ ତାର ଭାଇକୁ ଖୋଜୁଛି ପୁଲିସ ।

Advertisment

ବ୍ୟୁଟି ପୋଦାର ବାଲେଶ୍ୱରରୁ ବ୍ରାଉନସୁଗାର ସଂଗ୍ରହ କରିବା ପରେ ତା ର ଏଜେଣ୍ଟ ଜରିଆରେ ଚଳାଉଥିଲା ବେପାର। ହଳଦି ପଡ଼ିଆରେ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ ବ୍ୟୁଟି ପୋଦାର ସବୁବେଳେ ଖସି ଯାଉଥିଲା। ଏବେ ଧରାପଡିବା ପରେ ତା ନିକଟରୁ ଅନ୍ୟ ଏଜେଣ୍ଟ ଏବଂ ନେଟଓ୍ୱର୍କର ତଥ୍ୟ ଯୋଗାଡ଼ କରିବା ପାଇଁ ତାକୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ପୁଲିସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ