/odishatv-khabar/media/media_files/2026/02/08/bride-gifts-stolen-2026-02-08-14-46-20.jpg)
ବିବାହ ମଣ୍ଡପରୁ ଲୁଟ; କନ୍ୟାର ଗିଫ୍ଟ ଟଙ୍କା ନେଇ ଚମ୍ପଟ 67 Photograph: (OTV)
ଭୁବନେଶ୍ବରରେ ବିବାହ ମଣ୍ଡପରୁ ଲୁଟ। କନ୍ୟାର ସଙ୍ଗୀତ କାର୍ଯ୍ୟକ୍ରମ ଚାଲିବାବେଳେ ମଣ୍ଡପରୁ ଚୋରି ହୋଥିବା ଅଭିଯୋଗ ହୋଇଛି। କନ୍ୟାର ଗିଫ୍ଟ ଟଙ୍କା ନେଇ ଚମ୍ପଟ ମାରିଛି ଚୋର। ବ୍ୟାଗ୍ ରେ ଥିବା ସାଢ଼େ ୩ଲକ୍ଷ ଟଙ୍କା ନେଇ କାରରେ ଫେରାର ହୋଇଯାଇଛି ଚୋର ଓ ତାର ସହଯୋଗୀ ।
Advertisment
ବରଯାତ୍ରୀ ବେଶରେ ଆସି ଲୁଟ କରିଛି ଭଦ୍ରମୁଖା ଚୋର। ଚୋରି ପରେ ନୟାପଲ୍ଲୀ ଥାନାରେ କନ୍ୟାପକ୍ଷ ଅଭିଯୋଗ କରିଛନ୍ତି। ପୋଲିସ ସିସିଟିଭି ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଛି।
- ବିବାହ ମଣ୍ଡପରୁ ଲୁଟ
- ଷ୍ଟାର ହୋଟେରୁ ଚୋରି
- କନ୍ୟାର ସଙ୍ଗୀତ କାର୍ଯ୍ୟକ୍ରମ ବେଳେ ମଣ୍ଡପରୁ ଚୋରି
- କନ୍ୟାର ଗିଫ୍ଟ ଟଙ୍କା ନେଇ ଚମ୍ପଟ ଚୋର
- ବ୍ୟାଗରେ ଥିବା ସାଢ଼େ ୩ଲକ୍ଷ ଟଙ୍କା ନେଇ ଫେରାର
- କାରରେ ଫେରାର ହୋଇଗଲେ ଚୋର ଓ ସହଯୋଗୀ
- ବରଯାତ୍ରୀ ବେଶରେ ଆସିଥିଲା ଭଦ୍ରମୁଖା ଚୋର
- ଚୋରି ପରେ ନୟାପଲ୍ଲୀ ଥାନାରେ ଅଭିଯୋଗ
- ପୋଲିସ ସିସିଟିଭି ଯାଞ୍ଚ ସହ ତଦନ୍ତ ଆରମ୍ଭ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)