Advertisment

ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ନାବାଳକ ମୃତ

କଟକ: ମରଣ କେମିତି ଆସେ କହିବା ମୁସ୍‌କିଲ୍‌। ଠିକ୍‌ ଆଜି ଯେମିତି ମୃତ୍ୟୁବରଣ କରିଛି ଛୋଟ ପିଲାଟିଏ। ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଯିବାରୁ ନାବାଳକ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି, କଟକ ସଦର ଥାନା ନୂଆଗଡ଼ ଗାଁରେ । ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍‌  ଖୁଣ୍ଟ ପୋତା ଯାଉଥିବା ବେଳେ ଖୁଣ୍ଟ ପଡ଼ି ନାବାଳକ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ନାବାଳକ ମୃତ

77

Advertisment

କଟକ: ମରଣ କେମିତି ଆସେ କହିବା ମୁସ୍‌କିଲ୍‌। ଠିକ୍‌ ଆଜି ଯେମିତି ମୃତ୍ୟୁବରଣ କରିଛି ଛୋଟ ପିଲାଟିଏ। ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଯିବାରୁ ନାବାଳକ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି, କଟକ ସଦର ଥାନା ନୂଆଗଡ଼ ଗାଁରେ । ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍‌  ଖୁଣ୍ଟ ପୋତା ଯାଉଥିବା ବେଳେ ଖୁଣ୍ଟ ପଡ଼ି ନାବାଳକ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଏନେଇ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ମୃନାବାଳକ ଜଣକ ତେନ୍ତୁଳିନାଳିରୁ ତାଙ୍କ ମାମୁଘର ବୁଲିବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ