aparajita
Advertisment
କୋଟି ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ପାଖେଇ ଆସୁଥିବାବେଳେ କାହା ଅନୁଭବରେ ସେ କେମିତି କିଛି ସାଉଁଟା ଅନୁଭୂତିକୁ ନେଇ ଆମର ସ୍ୱତନ୍ତ୍ର ସେଗମେଣ୍ଟ- ‘ଅନୁଭୂତିରେ ଜଗନ୍ନାଥ’
Advertisment
ଆଜି ଅନୁଭୂତି ବାଣ୍ଟିବାକୁ ଆମ ସହ ସାମିଲ ହୋଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଭକ୍ତି ଭାବରେ ବଖାଣଇଛନ୍ତି ନିଜ ମନର ଅନେକ ଅକୁହା କଥା- ‘ପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋ ଜୀବନର ମେରୁଦଣ୍ଡ। ଆଜି ପର୍ଯ୍ୟନ୍ତ ମୋର ଯେଉଁ ସବୁ ଉପଲବ୍ଧି ହୋଇଛି , ଏହା ପ୍ରଭୁ ଜଗନ୍ନାଥଙ୍କ ଯୋଗୁଁ ।’
ଦେଖନ୍ତୁ ଏହି ଭିଡ଼ିଓ –
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/aparajita_1626507522.jpg)