Advertisment

BJP Announces Rajya Sabha Candidates: ବିଜେପି ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର

ବିଜେପି କେନ୍ଦ୍ର କମିଟି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ଦଳ ପକ୍ଷରୁ ନାମିତ କରାଯାଇଛି। ଏହି ଘୋଷଣା ପରେ ଓଡିଶାର ରାଜନୈତିକ ମହଳରେ ଚର୍ଚ୍ଚା ଜୋରଦାର ହୋଇଛି।

author-image
Pramod Behera
BJP Announces Rajya Sabha Candidates

ବିଜେପି ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର Photograph: (OTV)

ବିଜେପି କେନ୍ଦ୍ର କମିଟି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀ। ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ ରୂପେ ଘୋଷଣା କରିଛି। ମନମୋହନ ସାମଲ ବର୍ତ୍ତମାନ ଓଡିଶା ବିଜେପିର ସଭାପତି ଥିବା ବେଳେ ସୁଜିତ କୁମାର ଏବେ ରାଜ୍ୟସଭା ସାଂସଦ ଅଛନ୍ତି।

Advertisment

ପୂର୍ବରୁ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିସାରିଛି।  ବିଜେଡି ସନ୍ତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି।

Rajya Sabha Odisha Politics Odisha News
Advertisment
Advertisment