Advertisment

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଫିଡିକିଲେ ବିରୋଧୀ

ଭୁବନେଶ୍ୱର: PMAY ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦଳ କହିଛି, ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଜୁ ପକ୍କା ଘର ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ଡିଣ୍ଡିମ ପିଟୁଥିଲେ ରାଜ୍ୟ ସରକାର। ଯଦି ଲୋକଙ୍କ ପକ୍କାଘର ଥିଲା, ତେବେ ବାତ୍ୟା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ କାହିଁକି ସ୍ଥାନାନ୍ତର କରାଗଲା, ସେହିଭଳି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ହୋଇ ନ ଥିବା ବେଳେ ଜୁନ୍ ୧ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ […]

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଫିଡିକିଲେ ବିରୋଧୀ

kv

Advertisment

ଭୁବନେଶ୍ୱର: PMAY ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦଳ କହିଛି, ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଜୁ ପକ୍କା ଘର ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ଡିଣ୍ଡିମ ପିଟୁଥିଲେ ରାଜ୍ୟ ସରକାର। ଯଦି ଲୋକଙ୍କ ପକ୍କାଘର ଥିଲା, ତେବେ ବାତ୍ୟା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ କାହିଁକି ସ୍ଥାନାନ୍ତର କରାଗଲା, ସେହିଭଳି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ହୋଇ ନ ଥିବା ବେଳେ ଜୁନ୍ ୧ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ କିଭଳି ମିଳିବ ବୋଲି ବି ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓ । ତାସହ କେବଳ ହେଲିକପଟରେ ବୁଲିବା ଛଡ଼ା ପ୍ରଭାବିତ ଅଞ୍ଚଳର ଗୋଟିଏ ବି ଗାଁକୁ ମୁଖ୍ୟମନ୍ତ୍ରୀ ଯାଇ ନ ଥିବାରୁ କଡ଼ା ସମାଲୋଚନା କରିଛି ବିଜେପି। ସେପଟେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ