ଆସନ୍ତାକାଲି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସମସ୍ତଙ୍କ ନଜର ବିଜେଡିର ଦୁଇ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡଙ୍କ ଉପରେ । ତେବେ ଅରବିନ୍ଦ କହିଛନ୍ତି, ବିଧାନସଭାରେ ଯଦି ନବୀନ ପଟ୍ଟନାୟକ ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି। ତାଙ୍କୁ କିଛି ପଚାରିବାର ନାହିଁ। ନବୀନ ବାବୁଙ୍କ ଠାରୁ ଉତ୍ତର ପାଇବା ନେଇ କିଛି ଲକ୍ଷ୍ୟ ରଖି ନାହିଁ। ନବୀନ ବାବୁ ଯେଉଁ ମତ ରଖିଥିଲେ, ତାହା ଭୁଲ ବୋଲି କହିସାରିଛି। ଯଦି ସେମାନଙ୍କ ତରଫରୁ ମୋତେ ପଚରାଯାଏ, ତାହେଲେ ଉତ୍ତର ଖୋଜିବି ବୋଲି କହିଛନ୍ତି ଅରବିନ୍ଦ ମହାପାତ୍ର।
ସେହିପରି ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ ବିରୋଧରେ ମେଳି ନେଇ ମଧ୍ୟ ମତ ରଖିଛନ୍ତି ପାଟକୁରା ବିଧାୟକ। କହିଛନ୍ତି, ସେମାନେ କୁଚକ୍ରୀ ଗୋଷ୍ଠୀ, ସେମାନଙ୍କ ପାଇଁ ନିର୍ବାଚନରେ ଭୋଟ ହାର କମିଲ।
- ନବୀନ ବାବୁଙ୍କୁ କିଛି ପଚାରିବାର ନାହିଁ: ଅରବିନ୍ଦ
- ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା
- ‘ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ’
- ‘ବିଧାନସଭାରେ ଯଦି ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି’
- ‘ନବୀନ ବାବୁଙ୍କ ଠାରୁ ଉତ୍ତର ପାଇବା ନେଇ କିଛି ଲକ୍ଷ୍ୟ ରଖି ନାହିଁ’
- ‘ନବୀନ ବାବୁ ଯେଉଁ ମତ ରଖିଥିଲେ, ତାହା ଭୁଲ ବୋଲି କହି ସାରିଛି’
- ‘ଯଦି ସେମାନଙ୍କ ତରଫରୁ ମୋତେ ପଚରାଯାଏ, ତାହେଲେ ଉତ୍ତର ଖୋଜିବି’
- ନିଜ ନିର୍ବାଚନ ମଣ୍ଡଳୀରେ ନିଜ ଦଳର ବିରୋଧୀ ମେଳି ନେଇ ରଖିଲେ ମତ
- ‘ସେମାନେ କୁଚକ୍ରୀ ଗୋଷ୍ଠୀ, ସେମାନଙ୍କ ପାଇଁ ନିର୍ବାଚନରେ ଭୋଟ ହାର କମିଲା’
Aravind Mahapatra Says Will Respect Naveen Patnaik: ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ; ଅରବିନ୍ଦ ମହାପାତ୍ର
ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା। ‘ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ’। ‘ବିଧାନସଭାରେ ଯଦି ଦେଖା ହୁଅନ୍ତି ତାହେଲେ ସମ୍ମାନ ଜଣାଇବି’। ‘ନବୀନ ବାବୁଙ୍କ ଠାରୁ ଉତ୍ତର ପାଇବା ନେଇ କିଛି ଲକ୍ଷ୍ୟ ରଖି ନାହିଁ’।
ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁ କି ଆଶା ନାହିଁ; ଅରବିନ୍ଦ ମହାପାତ୍ର Photograph: (OTV)