Advertisment

OUAT ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ

ଭୁବନେଶ୍ୱର  : ଭୁବନେଶ୍ୱର ସ୍ଥିତ OUAT ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ।  ଫାର୍ମରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ଭୋପାଳ ଯାଇଥିବା ସାମ୍ପଲରୁ ଚିହ୍ନଟ ହେଲା ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଚିହ୍ନଟ ନେଇ ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡାଙ୍କ ସୂଚନା । OUAT ରିସର୍ଚ୍ଚ ଫାର୍ମରେ ୨/୩ ଦିନ ହେଲା କୁକୁଡ଼ା ମରୁଥିଲେ । କୁକୁଡ଼ାଙ୍କ ସାମ୍ପଲ ଭୋପାଳ ଟେଷ୍ଟିଂ ଲ୍ୟାବ୍ ପଠାଯାଇଥିଲା । ଆଜି ଲ୍ୟାବ୍‌ରୁ ରିପୋର୍ଟ ଆସିବା ପରେ […]

OUAT ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ

ouat

Advertisment

ଭୁବନେଶ୍ୱର  : ଭୁବନେଶ୍ୱର ସ୍ଥିତ OUAT ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ।  ଫାର୍ମରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ଭୋପାଳ ଯାଇଥିବା ସାମ୍ପଲରୁ ଚିହ୍ନଟ ହେଲା ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଚିହ୍ନଟ ନେଇ ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡାଙ୍କ ସୂଚନା ।

Advertisment

OUAT ରିସର୍ଚ୍ଚ ଫାର୍ମରେ ୨/୩ ଦିନ ହେଲା କୁକୁଡ଼ା ମରୁଥିଲେ । କୁକୁଡ଼ାଙ୍କ ସାମ୍ପଲ ଭୋପାଳ ଟେଷ୍ଟିଂ ଲ୍ୟାବ୍ ପଠାଯାଇଥିଲା । ଆଜି ଲ୍ୟାବ୍‌ରୁ ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ