Advertisment

Bikram Panda Shifted MKCG Medical: ପୁଣି ମେଡିକାଲରେ ବିକ୍ରମ ପଣ୍ଡା, ମଦନ ଦଳେଇଙ୍କ ଗୋଡ଼ରେ ଲାଗିଛି ଆଘାତ

ଜେଲରୁ ମେଡିକାଲ୍ ପୁଣି ଆସିଲେ ବିକ୍ରମ ପଣ୍ଡା। ଅସୁସ୍ଥତା ଯୋଗୁଁ ବିକ୍ରମଙ୍କୁ ପୁଣି ମେଡିକାଲକୁ ଅଣାଗଲା। ବ୍ରହ୍ମପୁର ଜେଲରୁ MKCG ମେଡିକାଲକୁ ଆଣିଲା ପୋଲିସ୍।

Bikram Panda

Bikram Panda Photograph: (OTV)

Advertisment

ଜେଲରୁ ମେଡିକାଲ୍ ପୁଣି ଆସିଲେ ବିକ୍ରମ ପଣ୍ଡା। ଅସୁସ୍ଥତା ଯୋଗୁଁ ବିକ୍ରମଙ୍କୁ ପୁଣି ମେଡିକାଲକୁ ଅଣା ଯାଇଛି। ଆଜି ବ୍ରହ୍ମପୁର ଜେଲରୁ MKCG ମେଡିକାଲକୁ ଆଣିଲା ପୋଲିସ୍। ଦୁଇ ଦିନ ତଳେ ଅସୁସ୍ଥ କାରଣରୁ ମେଡିକାଲକୁ ଅଣାଯାଇଥିଲା। 

Advertisment

ଅନ୍ୟତମ ଅଭିଯୁକ୍ତ ମଦନ ଦଳେଇଙ୍କୁ ବି କଡ଼ା ସୁରକ୍ଷାରେ ଅଣା ଯାଇଛି। ମଦନ ଦଳେଇଙ୍କ ଗୋଡ଼ରେ ଆଘାତ ଲାଗିଛି। ପୀତବାସ ପଣ୍ଡା ହତ୍ୟା ମାମଲାରେ ଉଭୟ ଏବେ ଜେଲ୍ ରେ ଅଛନ୍ତି।

Bikram Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ