Advertisment

Bijoy Mohapatra : ଅରବିନ୍ଦଙ୍କୁ ନିଲମ୍ବନ ପରେ ମୁହଁ ଖୋଲିଲେ ବିଜୟ, କହିଲେ- ‘କିଏ ବିଶ୍ବାସଘାତକ ଲୋକେ ନିଷ୍ପତ୍ତି ନେବେ’

ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପଛରେ ଥାଇପାରେ ଷଡ଼ଯନ୍ତ୍ର। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ତଥା ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର। ବାପା କିଛି ଭୁଲ କରିନାହାନ୍ତି ତେଣୁ ପୁଅ ଉପରେ କାହିଁକି ଆକ୍ସନ୍?

author-image
Satyajeet Sahoo
bijaya

ଗତକାଲି ବିଜୁ ଜନତା ଦଳରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। 

Advertisment

ତେବେ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ ପରେ ଆଜି ତାଙ୍କ ବାପା ବିଜୟ ମହାପାତ୍ର ମୁହଁ ଖୋଲିଛନ୍ତି। ଅରବିନ୍ଦଙ୍କ ନିଲମ୍ବନ ପଛରେ ଥାଇପାରେ ଷଡ଼ଯନ୍ତ୍ର। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା  ବିଜୟ ମହାପାତ୍ର। ବିଶ୍ବାସଘାତକ କହି ନିଲମ୍ବନ କରାଯାଇଛି କିନ୍ତୁ କିଏ ବିଶ୍ବାସଘାତକ କରିଛନ୍ତି ତାହା ଲୋକେ କହିବେ।

ସେପଟେ ବାପା ପାଇଁ ପୁଅକୁ ସସପେଣ୍ଡ ପ୍ରଶ୍ନରେ ଜବାବ ରଖି ବରିଷ୍ଠ ନେତା  ବିଜୟ ମହାପାତ୍ର କହିଛନ୍ତି, ବାପା କିଛି ଭୁଲ କରିନାହାନ୍ତି ତେଣୁ ପୁଅ ଉପରେ କାହିଁକି ଆକ୍ସନ୍? 

Advertisment

Political News Today Odisha Politics Odisha BJD Bijay Mohapatra
Advertisment
Related Articles
Advertisment