Advertisment

Big Update on Green Sticker: ଗ୍ରୀନ ଷ୍ଟିକରକୁ ନେଇ ବଡ ଅପଡେଟ୍, ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ

ଗ୍ରୀନ ଷ୍ଟିକର ଲଗାଇଲେ ଏନଫୋର୍ସମେଣ୍ଟ ଟିମ ଯାଂଚ କରିବେ ନାହିଁ। ଏଭଳି କହିଛନ୍ତି ପରିବହନ ବିଭଗ ସଚିବ ଉଷା ପାଢ଼ୀ। ପେଟ୍ରୋଲ କିମ୍ବା ଫୁଏଲ ସହପରିବହନ ବିଭାଗର ସଂପୃକ୍ତି ନାହିଁ

Big Update on Green Sticker

Big Update on Green Sticker Photograph: (OTV)

Advertisment

ଗ୍ରୀନ ଷ୍ଟିକର ନୁହେଁ ପ୍ରଦୂଷଣ ସାର୍ଟିଫିକଟ ହେଉଛି ବାଧ୍ୟତାମୂଳକ। ପରିବହନ ବିଭାଗର ପେଟ୍ରୋଲ କିମ୍ବା ଫୁଏଲ ସହ କୌଣସି ସଂପୃକ୍ତି ନାହିଁ। କେବଳ ଲୋକଙ୍କୁ ଆକଟ ଓ ସତର୍କ କରାଇବାକୁ କୁହାଯାଇଛି ବୋଲି କହିଛନ୍ତି ପରିବହନ ବିଭଗ ସଚିବ ଉଷା ପାଢ଼ୀ। ଗାଡି ମାଲିକ ଅଥରାଇଜ ଲେଟର ଦେଇ ଷ୍ଟିକର ନେବେ। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକଟର ସମୟସୀମାକୁ ବଢାଇଦିଆଯାଇଛି। 

Advertisment

ଗ୍ରୀନ ଷ୍ଟିକର କେବଳ ପ୍ରଦୂଷଣ ପାଇଁ ନୁହେଁ ଗାଡ଼ି ଇଞ୍ଜିନ କ୍ଲଜ୍ ଆଦି ସୁରକ୍ଷିତ ଅଛି ସେ ବିଷୟରେ ମଧ୍ୟ ସୂଚନା ଦେଇଥାଏ। କିନ୍ତୁ ଏହି ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ। କିନ୍ତୁ ଏହାକୁ ଲଗାଇଲେ ଏନଫର୍ସମେଣ୍ଟ ଅଫିସର ଷ୍ଟିକର ଦେଖି ଆପଣଙ୍କୁ ଯାଂଚ କରିବେ ନାହିଁ ବୋଲି କହିଛନ୍ତି  ଉଷା ପାଢ଼ୀ।

•    ଗ୍ରୀନ ଷ୍ଟିକର ନୁହେଁ ପ୍ରଦୂଷଣ ସାର୍ଟିଫିକଟ ବାଧ୍ୟତାମୂଳକ
•    ଗ୍ରୀନ ଷ୍ଟିକର ଲଗାଇଲେ ଏନଫୋର୍ସମେଣ୍ଟ ଟିମ ଯାଂଚ କରିବେ ନାହିଁ
•    ଏଭଳି କହିଛନ୍ତି ପରିବହନ ବିଭଗ ସଚିବ ଉଷା ପାଢ଼ୀ
•    ପେଟ୍ରୋଲ କିମ୍ବା ଫୁଏଲ ସହପରିବହନ ବିଭାଗର ସଂପୃକ୍ତି ନାହିଁ
•    ଗାଡି ମାଲିକ ଅଥରାଇଜ ଲେଟର ଦେଇ ଷ୍ଟିକର ନେବେ

Advertisment
Pollution Certificate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ