Advertisment

ବିଜେଡିରେ ମିଶିଲେ ଭାଗିରଥୀ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ଆଜି ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସ ଆସି ସେ ବିଜେଡିରେ ମିଶିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଗିରଥୀଙ୍କୁ ବିଜେପି ଆନନ୍ଦପୁରରୁ ପ୍ରାର୍ଥୀ ଘୋଷଣା କରିଛି। ତେବେ ସେ ବିଜେପିରୁ ଟିକେଟ୍‌ ନେଇ ବିଜେଡିରେ ଯୋଗଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେଡିରେ ମିଶିଲେ ଭାଗିରଥୀ

BJD

Advertisment

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ଆଜି ବିଜେଡିରେ ଯୋଗଦେଇଛନ୍ତି। ନବୀନ ନିବାସ ଆସି ସେ ବିଜେଡିରେ ମିଶିଛନ୍ତି।

Advertisment

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଗିରଥୀଙ୍କୁ ବିଜେପି ଆନନ୍ଦପୁରରୁ ପ୍ରାର୍ଥୀ ଘୋଷଣା କରିଛି। ତେବେ ସେ ବିଜେପିରୁ ଟିକେଟ୍‌ ନେଇ ବିଜେଡିରେ ଯୋଗଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ