Advertisment

School Reopens After Month-Long Closure: ମାସେ ପରେ ଖୋଲିଲା ସ୍କୁଲ୍, ବ୍ୟାପକ ପୋଲିସ ଫୋର୍ସ ମୁତୟନ

ଦୀର୍ଘ ମାସେ ପରେ ବେଲପଡ଼ା ପ୍ରାଥମିକ ସ୍କୁଲରୁ ତାଲା ଖୋଲିଲା। ଛାତ୍ର ମୃତ୍ୟୁକୁ ନେଇ ମାସେ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ୧୨ ଜଣ ଗଣିଆଁ ଥାନାରେ ଅଟକ।

School Opened

School Opened Photograph: (OTV)

Advertisment

ଦୀର୍ଘ ମାସେ ପରେ ବେଲପଡ଼ା ପ୍ରାଥମିକ ସ୍କୁଲରୁ ତାଲା ଖୋଲିଲା। ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ମାସେ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଫଳରେ ଅନ୍ୟ ସ୍କୁଲରେ ବାର୍ଷିକ ପରୀକ୍ଷା ଦେବାକୁ ବାଧ୍ୟ ହୋଇଥିଲେ ଛାତ୍ରଛାତ୍ରୀ। 

Advertisment

ତେଣୁ ଆଜି ସ୍କୁଲ ଖୋଲାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ସକାଳୁ ସକାଳୁ ବେଲପଡ଼ା ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ମୃତ ଛାତ୍ରଙ୍କ ବାପାମାଆ ସମେତ ୧୨ ଜଣଙ୍କୁ ଗଣିଆଁ ଥାନାରେ ଅଟକ ରଖିଛି ପୋଲିସ୍।

School Open
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ