Advertisment

ଭାଲୁର ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଖଇରପୁଟ ପାଣ୍ଡରାଗୁଡା ଗାଁ ନିକଟରୁ ଭାଲୁର ମୃତଦେହ ଉଦ୍ଧାର ହୋଇଛି। ଦୁର୍ବୃତ ଭାଲୁଟି ମାରି ତାର ନଖ କାଟି ନେଇଯାଇଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ସେନେଇ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ।

ଭାଲୁର ମୃତଦେହ ଉଦ୍ଧାର

hhhhh

Advertisment

ମାଲକାନଗିରି: ମାଲକାନଗିରି ଖଇରପୁଟ ପାଣ୍ଡରାଗୁଡା ଗାଁ ନିକଟରୁ ଭାଲୁର ମୃତଦେହ ଉଦ୍ଧାର ହୋଇଛି। ଦୁର୍ବୃତ ଭାଲୁଟି ମାରି ତାର ନଖ କାଟି ନେଇଯାଇଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁର ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Advertisment

ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ସେନେଇ ଅଧିକ ତଦନ୍ତ ଚଳାଇଛି ବନ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ