Advertisment

ମୋହନା ବିଧାୟିକା ବାସନ୍ତୀ ମଲ୍ଲିକଙ୍କୁ ବିରୋଧ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ବ୍ଲକ ବିଜେଡି ସଭାପତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ପିଡବ୍ଲୁଡି ଛକରୁ ଏକ ଶୋଭାଯାତ୍ରାରେ ବାହାରି ବାସନ୍ତୀ ମଲ୍ଲିକଙ୍କ ବିରୋଧରେ ନାରା ଦେବା ସହ ପୋଷ୍ଟର ପୋଡ଼ିଥିଲେ। ସେ ବିଜେପିରେ ମିଶିବା ଦ୍ୱାରା ମୋହନା ନିର୍ବାଚନ ମଣ୍ଡଳୀରେ କୌଣସି ଫରକ୍ ପଡ଼ିବ ନାହିଁ ବୋଲି ବ୍ଲକ୍‌ ବିଜେଡି ସଭାପତି ରଞ୍ଜିତ ଶବର କହିଛନ୍ତି।

ମୋହନା ବିଧାୟିକା ବାସନ୍ତୀ ମଲ୍ଲିକଙ୍କୁ ବିରୋଧ

mohana

Advertisment

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

Advertisment

ବ୍ଲକ ବିଜେଡି ସଭାପତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ପିଡବ୍ଲୁଡି ଛକରୁ ଏକ ଶୋଭାଯାତ୍ରାରେ ବାହାରି ବାସନ୍ତୀ ମଲ୍ଲିକଙ୍କ ବିରୋଧରେ ନାରା ଦେବା ସହ ପୋଷ୍ଟର ପୋଡ଼ିଥିଲେ।

ସେ ବିଜେପିରେ ମିଶିବା ଦ୍ୱାରା ମୋହନା ନିର୍ବାଚନ ମଣ୍ଡଳୀରେ କୌଣସି ଫରକ୍ ପଡ଼ିବ ନାହିଁ ବୋଲି ବ୍ଲକ୍‌ ବିଜେଡି ସଭାପତି ରଞ୍ଜିତ ଶବର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ