baijayanta
Advertisment
ଭୁବନେଶ୍ୱର : CAA ଓ NRCକୁ ନେଇ ମତ ରଖିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ପ୍ରବକ୍ତା ବୈଜୟନ୍ତ ପଣ୍ଡା । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନକୁ ନବୁଝି ଅନେକ ଏହାକୁ ବିରୋଧ କରୁଛନ୍ତି। ଉଦ୍ବେଗର କଥା ହେଉଛି ଅସାମାଜିକ ଲୋକ ଆନ୍ଦୋଳନରେ ସାମିଲ ହୋଇ ଏହାକୁ ହିଂସାର ରୂପ ଦେଉଛନ୍ତି।
Advertisment
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ CAA ଓ NRC ନେହରୁଙ୍କ ଠାରୁ ଆରମ୍ଭ କରି ଇନ୍ଦିରା ଓ ରାଜୀବଙ୍କ ଅମଳରେ ଆରମ୍ଭ ହୋଇଥିଲା। କଂଗ୍ରେସ କଲେ ଠିକ୍, ବିଜେପି କଲେ ଭୁଲ। ଏହା କିଭଳିଆ ଦୋମୁହାଁ ନୀତି ବୋଲି ସେ ପ୍ରଶ୍ନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/baijayanta_1626687833.jpg)