Advertisment

ବୈଜୟନ୍ତ ପଣ୍ଡାଙ୍କ ସାଲେପୁର ଗସ୍ତ

କଟକ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଙ୍ଗଳବାର ଅପରାହ୍ନରେ କଟକ ଜିଲା ସାଲେପୁର ବ୍ଲକ ଗସ୍ତରେ  ଯାଇଥିଲେ। ବୈଜୟନ୍ତ ହେଲିକପ୍ଟର ମାଧ୍ୟମରେ ସାଲେପୁର ମଧ୍ୟକଚ୍ଛରେ ପହଞ୍ଚିଥିଲେ। ଏହାପରେ ଏକ  ବାଇକ୍‌ ରାଲିରେ ବିଭିନ୍ନ ଗାଁକୁ ଯାଇଥିଲେ । ଗସ୍ତ ସମୟରେ ବୈଜୟନ୍ତ ଗତ ସପ୍ତାହରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୯ ବର୍ଷୀୟ ପ୍ରଦୀପ ନାୟକଙ୍କ ପରିବାରକୁ ଭେଟି ଶୋକବ୍ୟକ୍ତ କରିଥିଲେ। ପରେ ପଞ୍ଚାୟତର ଅନ୍ୟ ଅସହାୟ ପରିବାରକୁ ଭେଟି ସାନ୍ତ୍ୱନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ […]

ବୈଜୟନ୍ତ ପଣ୍ଡାଙ୍କ ସାଲେପୁର ଗସ୍ତ

Capture1

Advertisment

କଟକ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଙ୍ଗଳବାର ଅପରାହ୍ନରେ କଟକ ଜିଲା ସାଲେପୁର ବ୍ଲକ ଗସ୍ତରେ  ଯାଇଥିଲେ। ବୈଜୟନ୍ତ ହେଲିକପ୍ଟର ମାଧ୍ୟମରେ ସାଲେପୁର ମଧ୍ୟକଚ୍ଛରେ ପହଞ୍ଚିଥିଲେ। ଏହାପରେ ଏକ  ବାଇକ୍‌ ରାଲିରେ ବିଭିନ୍ନ ଗାଁକୁ ଯାଇଥିଲେ ।

Advertisment

ଗସ୍ତ ସମୟରେ ବୈଜୟନ୍ତ ଗତ ସପ୍ତାହରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୯ ବର୍ଷୀୟ ପ୍ରଦୀପ ନାୟକଙ୍କ ପରିବାରକୁ ଭେଟି ଶୋକବ୍ୟକ୍ତ କରିଥିଲେ। ପରେ ପଞ୍ଚାୟତର ଅନ୍ୟ ଅସହାୟ ପରିବାରକୁ ଭେଟି ସାନ୍ତ୍ୱନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ମମତା ରାଉତ, ଯୁବ ନେତା ପ୍ରଫୁଲ୍ଲ ସ୍ୱାଇଁ, ସନାତନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ