NUAPADA-ELECTION-JAY-PANDA Photograph: (OTV)
କମ୍ପୁଛି ନୂଆପଡ଼ା, ସରଗରମ କ୍ୟାମ୍ପେନ୍। ପ୍ରଚାର ମଇଦାନରେ ମଙ୍ଗ ଧରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା। ଆଜି ଦ୍ବିତୀୟ ଦିନରେ ବିଶାଳ ରୋଡ୍ ଶୋ’। ନୂଆପଡ଼ା ସହରରେ ରୋଡ୍ ଶୋ’ରେ କରିଛନ୍ତି। ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ କରି ଡୋର୍ ଟୁ ଡୋର୍ କ୍ୟାମ୍ପନ୍ କରି ଲୋକଙ୍କୁ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ୍ ମାଗିଛନ୍ତି। ଏହାପରେ କୋମନାର ବୈଷ୍ଣବୀ ମନ୍ଦିରରେ ପୂଜା କରିବା ସହ ସାଧାରଣ ସଭାରେ ସାମିଲ ହେବେ। ସେହିପରି ନୂଆପଡ଼ା ବ୍ଲକ ସାରାବଙ୍ଗରେ ମଧ୍ୟ ଜନସଭାରେ ଯୋଗଦେବେ।
• କମ୍ପୁଛି ନୂଆପଡ଼ା, ସରଗରମ କ୍ୟାମ୍ପେନ୍
• ନୂଆପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ମାରାଥନ୍ ପ୍ରଚାର
• ନୂଆପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ରୋଡ୍ ଶୋ’
• ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/02/nuapada-election-jay-panda-2025-11-02-12-01-29.jpg)