SI-SUSPEND Photograph: (OTV)
Advertisment
ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନା ସସପେଣ୍ଡ୍। କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି । ଏକ ମାମଲାର ତଦନ୍ତ ପାଇଁ ନିଜେ ନଯାଇ ଜଣେ ଯୁବକଙ୍କୁ ପଠାଇଥିଲେ ଏସଆଇ କାର୍ତ୍ତିକ ଜେନା । କାର୍ଯ୍ୟରେ ଅବହେଳା ପାଇଁ କାର୍ତ୍ତିକ ଜେନାଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସପି । ଗତକାଲି ଗ୍ରାମାଞ୍ଚଳ ଥାନା ରସିକାବାଦ ଗାଁକୁ ନକଲି ପୋଲିସ ତଦନ୍ତ ପାଇଁ ଯାଇ ହଟହଟା ହୋଇଥିଲେ। ତାଙ୍କୁ ପଠାଇଥିଲେ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନା । ଆଇନ ବହିର୍ଭୂତ କାର୍ଯ୍ୟ ଯୋଗୁଁ SIଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/10/si-suspend-2025-10-10-13-26-53.jpg)