Advertisment

ଭୁବନେଶ୍ୱରରେ ବିଜେପି ରାଲି ଉପରେ ଆକ୍ରମଣ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(ବିଜେପି)ର ନିର୍ବାନଚୀ ରାଲି ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର ୟୁନିଟ୍-୮ସ୍ଥିତ କ୍ଲବ ପାଖରେ ବିଜେପି ଶୁକ୍ରବାର ନିର୍ବାଚନୀ ରାଲି କରୁଥିବା ବେଳେ ଦଳର କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରାଯାଇଛି। ଏଥି ସହିତ ସେମାନଙ୍କ ପ୍ଲାକାର୍ଡ ମଧ୍ୟ ଫିଙ୍ଗିଦିଆଯଆଇଛି। ଭୁବନେଶ୍ୱର(ମଧ୍ୟ)ରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଏହି ଅଭିଯୋଗ କରିଛନ୍ତି। ଦଳର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଜଗନ୍ନାଥଙ୍କ ଉପରେ ଆକ୍ରମଣ ହୋଇଥିବା କହିଛନ୍ତି। ସେପଟେ ଏହି […]

ଭୁବନେଶ୍ୱରରେ ବିଜେପି ରାଲି ଉପରେ ଆକ୍ରମଣ

8

Advertisment

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(ବିଜେପି)ର ନିର୍ବାନଚୀ ରାଲି ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର ୟୁନିଟ୍-୮ସ୍ଥିତ କ୍ଲବ ପାଖରେ ବିଜେପି ଶୁକ୍ରବାର ନିର୍ବାଚନୀ ରାଲି କରୁଥିବା ବେଳେ ଦଳର କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରାଯାଇଛି।

Advertisment

ଏଥି ସହିତ ସେମାନଙ୍କ ପ୍ଲାକାର୍ଡ ମଧ୍ୟ ଫିଙ୍ଗିଦିଆଯଆଇଛି। ଭୁବନେଶ୍ୱର(ମଧ୍ୟ)ରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ଏହି ଅଭିଯୋଗ କରିଛନ୍ତି।

ଦଳର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଜଗନ୍ନାଥଙ୍କ ଉପରେ ଆକ୍ରମଣ ହୋଇଥିବା କହିଛନ୍ତି।

Advertisment

ସେପଟେ ଏହି ଘଟଣାକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ଏନେଇ ବିଜେଡି କିମ୍ବା ବିଜୁ ଯୁବ ବାହିନୀର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ