Shubhanshu Shukla Photograph: (OTV)
ଭୁବନେଶ୍ବରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଓଡ଼ିଶା ଆସିଛନ୍ତି। ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡ଼ିଶା ଆସିଥିବା ସେ କହିଛନ୍ତି।
ଜୁନ୍ ୨୫ ତାରିଖରେ ସ୍ପେସ୍ ଡ୍ରାଗନ୍ ମହାକାଶ ଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ୧୮ ଦିନ ଇଣ୍ଟରନ୍ୟାସନାଲ୍ ସ୍ପେସ ସେଣ୍ଟରରେ ରହିବା ପରେ ଜୁଲାଇ ୧୫ରେ ପୃଥିବୀକୁ ଫେରିଥିଲେ।
ଏହି ଅବସରରେ ଓଟିଭିକୁ ଶୁଭାଂଶୁ EXCLUSIVE ପ୍ରତିକ୍ରିୟା ଦେଇ କହିଛନ୍ତି, “ଓଡ଼ିଶା ଆସି ମୁଁ ବହୁତ ଖୁସି। ଓଡ଼ିଆ ପିଲା ମହାକାଶ ବିଜ୍ଞାନ କ୍ଷେତ୍ରରେ ଆସିବା ଜରୁରୀ। ଓଡ଼ିଶାର ପିଲାମାନେ ପାଠ ପଢ଼ି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ। ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା, ସେୟାର କରିବି। ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡ଼ିଶା ଆସିଛି। ଏରୋସ୍ପେଶ୍ ପାଇଁ ଯେଉଁମାନେ ଆଗ୍ରହୀ, ମୁଁ ଉତ୍ସାହିତ କରିବି।
ଦେଖନ୍ତୁ ଶୁଭାଂଶୁଙ୍କ EXCLUSIVE ପ୍ରତିକ୍ରିୟା:
• ଭୁବନେଶ୍ବରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା
• ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦାନ
• ଓଟିଭିକୁ ଶୁଭାଂଶୁଙ୍କ EXCLUSIVE ପ୍ରତିକ୍ରିୟା
• ଓଡ଼ିଶା ଆସି ବହୁତ ଖୁସି କହିଲେ ଶୁଭାଂଶୁ ଶୁକ୍ଲା
• ‘ଓଡ଼ିଆ ପିଲାମାନେ ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ’
• ‘ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା, ସେୟାର କରିବି’
• ‘ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡ଼ିଶା ଆସିଛି’
• ଆକ୍ସିୟମ-୪ ମିଶନରେ ମହାକାଶରେ ରହିଥିଲେ ୧୮ ଦିନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/26/shubhanshu-shukla-2025-11-26-10-43-43.jpg)