17
Advertisment
ମୟୁରଭଞ୍ଜ: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଚାଷୀମାନେ ଅଖି ମୁଠି ଅନୁକୂଳ କରିଛନ୍ତି। ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପୂଜା ପାଉଥିବା ଜାଗାକୁ ଯାଇ ଚାଷୀ ନିଜ ଘରୁ ଆଣିଥିବା ନୂଆ କୋଦାଳରେ ମାଟିକୁ ଖୋଳି ସେଥିରେ ପୂଜାର୍ଚ୍ଚନା କରିବା ସହ ଭୋଗ, ବସ୍ତ୍ର ଆଦି ସର୍ମପଣ କରି ଘରୁ ଆଣିଥିବା ବିହନକୁ ଜମିରେ ବୁଣି ଚାଷ କାମ ଆରମ୍ଭ କରିଥାଏ।
Advertisment
ତେବେ ଏଥର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ଜଣେ ଚାଷୀ ଅଖିମୁଠୀ ଅନୁକୂଳ କରିବା ସହ, ପ୍ରଥମଥର ପାଇଁ ନିଜ ଝିଅକୁ ବି ଏଥିରେ ସାମିଲ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/17_1626424331.jpg)