/odishatv-khabar/media/post_attachments/uploadimage/library/16_9/16_9_0/exam-1_1625385018.jpg)
exam
ଭୁବନେଶ୍ୱର: ବଢ଼ିଲା ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧି। ସେପ୍ଟେମ୍ବର ୧୦ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ।
Advertisment
ପ୍ରବେଶିକା ପରୀକ୍ଷା ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ହେବ। ନଭେମ୍ବର ୭ରେ ମେରିଟ ଲିଷ୍ଟ ବାହାରିବ ଓ ଡିସେମ୍ବର ୩ରେ କ୍ଲାସ ଆରମ୍ଭ ହେବ।
ଅନ୍ୟପକ୍ଷରେ, କରୋନା ପାଇଁ ଓଡ଼ିଶା ସିଭିଲ ସର୍ଭିସ ମେନ୍ ଲିଖିତ ପରୀକ୍ଷାକୁ(Main Written Test) ଘୁଞ୍ଚାଇ ଦିଆଯାଇଛି।
Advertisment
ସେପ୍ଟେମ୍ବର ବଦଳରେ ନଭେମ୍ବରରେ ହେବ ପରୀକ୍ଷା। ସରକାରଙ୍କ ଗାଇଡଲାଇନ ଦେଖି ପରୀକ୍ଷା ତାରିଖ ସ୍ଥିର କରାଯିବ ବୋଲି Odisha Public Service Commission(OPSC) ପକ୍ଷରୁ କୁହାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)