Advertisment

ଯୁବକଙ୍କ ପକେଟରୁ ମିଳିଲା ୧ ଲକ୍ଷ ୨୦ ହଜାର ଟଙ୍କାର ବ୍ରାଉନସୁଗାର

ରାଜ୍ୟରେ ହୁ ହୁ ହେ।ଇ ବଢିବାରେ ଲାଗିଛି ଧଳାଜହର କାରବାର ।ଏକ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଳଚେର ଅବକାରୀ ବିଭାଗ କର୍ମଚାରୀ ମୁଖ୍ୟ ବଜାର ହାଟତେ।ଟା ନିକଟସ୍ଥ ସରକାରୀ ଆଇଟିଆଇ ଛକଠାରେ ଚଢାଉ କରିଥିଲା ।

author-image
Otv Khabar Bureau

ଅନୁଗୁଳ : ରାଜ୍ୟରେ ହୁ ହୁ ହେ।ଇ ବଢିବାରେ ଲାଗିଛି ଧଳାଜହର କାରବାର ।ଏକ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଳଚେର ଅବକାରୀ ବିଭାଗ କର୍ମଚାରୀ ମୁଖ୍ୟ ବଜାର ହାଟତେ।ଟା ନିକଟସ୍ଥ ସରକାରୀ ଆଇଟିଆଇ ଛକଠାରେ ଚଢାଉ କରିଥିଲା ।

Advertisment

ତେବେ ଚଢାଉ ସମୟରେ ଜଣଙ୍କ ଉପରେ ସନ୍ଦେହ ହେବାରୁ ଅବକାରୀ କର୍ମଚାରୀ ସଂପୃକ୍ତ ଯୁବକଙ୍କୁ ସର୍ଚ କରିଥିଲେ । ପରେ ଯୁବକଙ୍କ ପକେଟରୁ ୧୨ ଗ୍ରାମର ବ୍ରାଉନସୁଗାର ଜବତ କରଯାଇଥିବା ନେଇ ସୂଚନା ମିଳିଛି । ଜବତ ହେ।ଇଥିବା ଧଳାଜହରର ମୂଲ୍ୟ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କାରୁ ଅଧିକ ହେବ ବେ।ଲି ସୂଚନା ମିଳିଛି ।

Advertisment
Advertisment