Advertisment

ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର, ଜଣକର ନୁହେଁ ...ସେଥିଲାଗି ତାହା ମହାପ୍ରସାଦ

ଜଗନ୍ନାଥଙ୍କୁ ଦେଖିଦେଲେ ମୋହିତ ହୋଇଯାଏ ଭକ୍ତ। ବିମୋହିତ ହୋଇଉଠେ ତାଙ୍କର ରୂପ ଓ କାନ୍ତିରେ । ଏଇଥି ପାଇଁ ଭକ୍ତ ବିଶ୍ୱାସ କରେ ସେହି ବଡ଼ ଠାକୁରଙ୍କୁ । କାରଣ ସେ ନରର ଦେବତା । ଯେମିତି ମଣିଷର ଜନ୍ମ ଥାଏ ଓ ମୃତ୍ୟୁ ଘଟେ ; ସେହିପରି କଳା ଠାକୁରଙ୍କର ବାର ବର୍ଷରେ ଥରେ ନବକଳେବର ହୁଏ। ତାଙ୍କର ପ୍ରସାଦ ମହା ପ୍ରସାଦ । କାରଣ ତାହା ଜଣଙ୍କର ନୁହେଁ, ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର… ଜଗନ୍ନାଥଙ୍କୁ […]

author-image
Pradesh Pratyush
ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର, ଜଣକର ନୁହେଁ ...ସେଥିଲାଗି ତାହା ମହାପ୍ରସାଦ

bibhutoi patnaik

ଜଗନ୍ନାଥଙ୍କୁ ଦେଖିଦେଲେ ମୋହିତ ହୋଇଯାଏ ଭକ୍ତ। ବିମୋହିତ ହୋଇଉଠେ ତାଙ୍କର ରୂପ ଓ କାନ୍ତିରେ । ଏଇଥି ପାଇଁ ଭକ୍ତ ବିଶ୍ୱାସ କରେ ସେହି ବଡ଼ ଠାକୁରଙ୍କୁ । କାରଣ ସେ ନରର ଦେବତା । ଯେମିତି ମଣିଷର ଜନ୍ମ ଥାଏ ଓ ମୃତ୍ୟୁ ଘଟେ ; ସେହିପରି କଳା ଠାକୁରଙ୍କର ବାର ବର୍ଷରେ ଥରେ ନବକଳେବର ହୁଏ।

Advertisment

ତାଙ୍କର ପ୍ରସାଦ ମହା ପ୍ରସାଦ । କାରଣ ତାହା ଜଣଙ୍କର ନୁହେଁ, ଜଗନ୍ନାଥଙ୍କର ଭୋଗ ଜନଗଣଙ୍କର...

ଜଗନ୍ନାଥଙ୍କୁ ନେଇ ଏମିତି କିଛି ତତ୍ତ୍ୱପୂର୍ଣ୍ଣ ଓ ଅନୁଭୂତିର କଥା କହିଛନ୍ତି ଓଡ଼ିଶାର ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ । ଆସନ୍ତୁ ଦେଖିବା ଭିଡ଼ିଓ -

Advertisment

Rathyatra Right
Advertisment
Advertisment