MASK
ଭୁବନେଶ୍ୱର: ଆଜି ରାଜ୍ୟରେ ୪ ହଜାର ୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଖୋର୍ଦ୍ଧାରୁ ସର୍ବାଧତ୍କ ୫୪୫, କଟକ-୪୦୪, ପୁରୀ- ୨୯୮, ଜଗତସିଂହପୁର- ୨୧୨, ଯାଜପୁର- ୧୬୭, ଷ୍ଟେଟ୍ ପୁଲ୍- ୧୮୯, ମୟୂରଭଞ୍ଜ- ୧୫୯, ସମ୍ବଲପୁର- ୧୫୭, ଅନୁଗୁଳ- ୧୪୩
ବାଲେଶ୍ୱର- ୧୩୧, କନ୍ଧମାଳ- ୧୩୦, ଝାରସୁଗୁଡ଼ାରୁ ୧୨୪ ସୁସ୍ଥ ହୋଇଛନ୍ତି।
https://twitter.com/HFWOdisha/status/1310578099541610497?s=20
କେନ୍ଦ୍ରାପଡ଼ା- ୧୧୯, ବରଗଡ଼ ଓ ବୌଦ୍ଧରୁ ୧୧୩ ଲେଖାଏଁ, କଳାହାଣ୍ଡି- ୯୦, ଢେଙ୍କାନାଳ ଓ ନବରଙ୍ଗପୁରରୁ ୮୬ ଲେଖାଏଁ, କୋରାପୁଟ- ୮୧, ନୂଆପଡ଼ା- ୮୦, ସୁବର୍ଣ୍ଣପୁର-୭୮, ବଲାଙ୍ଗିର-୭୫, ଭଦ୍ରକ- ୭୩, କେନ୍ଦୁଝର- ୭୩, ସୁନ୍ଦରଗଡ଼- ୬୮, ମାଲକାନଗିରି- ୫୩, ନୟାଗଡ଼- ୪୨, ଗଞ୍ଜାମ ଓ ରାୟଗଡ଼ାରୁ ୪୧ ଲେଖାଏଁ, ଗଜପତି- ୩୧, ଦେବଗଡ଼ରୁ ୧୨ ସୁସ୍ଥ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/MASK_1625289483.jpg)