Advertisment

ଦିନକରେ ସୁସ୍ଥ ହେଲେ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଆକ୍ରାନ୍ତ ସୁସ୍ଥ ହେଲେ। କଟକ- ୧୭୯, ଷ୍ଟେଟ ପୁଲ୍- ୧୫୦, ଯାଜପୁର- ୧୪୮, ଅନୁଗୁଳ- ୧୩୫, ପୁରୀ- ୧୨୭, ନବରଙ୍ଗପୁର-୧୨୦, ବଲାଙ୍ଗିର- ୧୦୭, […]

ଅଦ୍ୟତନ ହୋଇଛି
ଦିନକରେ ସୁସ୍ଥ ହେଲେ ୨୭୯୬ କରୋନା ଆକ୍ରାନ୍ତ

mask

Advertisment

ଭୁବନେଶ୍ୱର: ଆଜି ରାଜ୍ୟରୁ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

Advertisment

କେଉଁ ଜିଲ୍ଲାରୁ କେତେ-

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଆକ୍ରାନ୍ତ ସୁସ୍ଥ ହେଲେ। କଟକ- ୧୭୯, ଷ୍ଟେଟ ପୁଲ୍- ୧୫୦, ଯାଜପୁର- ୧୪୮, ଅନୁଗୁଳ- ୧୩୫, ପୁରୀ- ୧୨୭, ନବରଙ୍ଗପୁର-୧୨୦, ବଲାଙ୍ଗିର- ୧୦୭, ସମ୍ବଲପୁର-୧୦୬, କେନ୍ଦ୍ରାପଡ଼ାରୁ ୧୦୨, ବରଗଡ଼ ଓ ନୂଆପଡ଼ାରୁ ୯୭ ଲେଖାଏଁ, ମୟୂରଭଞ୍ଜରୁ ୯୬, ସୁନ୍ଦରଗଡ଼- ୭୭, କଳାହାଣ୍ଡି- ୭୬, ବାଲେଶ୍ୱର- ୭୫, ସୁବର୍ଣ୍ଣପୁର- ୭୧ ଜଣ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1315994349423845378?s=20

ଆହୁରି ପଢନ୍ତୁ: ଆଜି କେତେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ ?

ଜଗତସିଂହପୁର-୫୨, କନ୍ଧମାଳ-୫୦, କୋରାପୁଟ- ୪୭, ଭଦ୍ରକ- ୪୨, କେନ୍ଦୁଝର ଓ ମାଲକାନଗିରିରୁ ୪୧ ଲେଖାଏଁ, ନୟାଗଡ଼ରୁ ୩୭ , ଗଞ୍ଜାମ- ୩୪, ଢେଙ୍କାନାଳ- ୩୩, ଝାରସୁଗୁଡ଼ାରୁ ୩୧, ଦେବଗଡ଼ ଓ ଗଜପତିରୁ ୧୭ ଲେଖାଏଁ, ବୌଦ୍ଧରୁ ୫, ରାୟଗଡ଼ାରୁ ୪ ଜଣ ସୁସ୍ଥ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ