/odishatv-khabar/media/post_attachments/uploadimage/library/16_9/16_9_0/1-5_1625058767.jpg)
1
କୋରାପୁଟ: କୋରାପୁଟ ସୀମାରେ ପୁଣି ଥରେ ଆନ୍ଧ୍ରପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ଜାମୁଗୁଡ଼ାରେ ସ୍ଥାନୀୟ ଲୋକେ ପଥର ପୋତି ସୀମା ଚିହ୍ନଟ କରୁଥିବା ବେଳେ ଏହାକୁ ଆନ୍ଧ୍ର ପଟୁ ପ୍ରବଳ ବିରୋଧ କରାଯାଇଛି।
Advertisment
କୋରାପୁଟ ଜାମୁଗୁଡ଼ାର ପାହାଡ଼ ଉପରେ ଓଡ଼ିଶା ଏବଂ ଆନ୍ଧ୍ର ଲୋକଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ହୋଇଥିଲା। ଏହାପରେ ବନ ବିଭାଗ, ପୋଲିସ୍ ଏବଂ ସ୍ଥାନୀୟ ତହସିଲଦାର ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।
କୋରାପୁଟ ଜାମୁଗୁଡ଼ା ପାହାଡ଼କୁ ଆନ୍ଧ୍ର ବନ ବିଭାଗ ପକ୍ଷରୁ ନିଜ ଅଞ୍ଚଳ ବୋଲି ଦର୍ଶାଇବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ପୂର୍ବରୁ ସମ୍ବାଇ ଓ କୁଟିଆରେ ବି ଆନ୍ଧ୍ର ଅନୁପ୍ରବେଶ କରିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)