Bhubaneswar Amonia Gas Leak Photograph: (OTV)
Advertisment
ଭୁବନେଶ୍ବର ଆଇଗିଣିଆରେ ଆମୋନିଆ ଗ୍ୟାସ ଲିକ୍। ଆଳୁଗୋଦାମର ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍ ହୋଇଥିବା ଜଣାପଡିଥିଲା। ଏହାଦ୍ୱାରା ପ୍ରବଳ ଦୁର୍ଗନ୍ଧ ହେବା ସହ ଆଖି ଓ ନାକ ପୋଡିଥିଲା।
Advertisment
ଗ୍ୟାସ ଲିକକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ଗ୍ୟାସ ଲିକ୍ କୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଲିକ୍ ମରାମତି କରିଛନ୍ତି। ଦୁଇଟି ଫାୟାର ଟିମ୍ ସ୍ପଟରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/26/bhubaneswar-amonia-gas-leak-2026-02-26-10-33-14.jpg)