/odishatv-khabar/media/post_attachments/uploadimage/library/16_9/16_9_0/amit-2_1626341916.jpg)
amit
ଭୁବନେଶ୍ୱର: ଆଜି ପୁଣିଥରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ସେ ପୁରୀରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଅମିତ୍ ଶାହ ଅପରାହ୍ନ ୫ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ କରିବେ।
Advertisment
ସେ ସିଂହଦ୍ୱାରରୁ ବଳଗଣ୍ଡି ଛକ ଯାଏ ରୋଡ୍ ଶୋ’ କରିବେ।
ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଉ ଥରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବିଜେପି ସୂତ୍ରରୁ ସୂଚନା ଦିଆଯାଇଛି। ମୋଦି ଆସନ୍ତା ୧୫ କିମ୍ବା ୧୬ ତାରିଖରେ ଓଡ଼ିଶା ଆସି ପାରନ୍ତି। ଭୁବନେଶ୍ୱରରେ ଆୟୋଜିତ ସଭାରେ ସେ ଯୋଗ ଦେବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)