Advertisment

ଛାନିଆ ଗାଡ଼ି ଚାଳକ ; ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡ଼ାକଡ଼ି

ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡ଼ାକଡ଼ି କରାଯିବ । ଏବେ ଠୁ ଚାଳକ ଛାନିଆ ହୋଇପଡିଲେଣି। କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ୱରର ୨ଟି ଯାକ ଆରଟିଓ ଅଫିସ ଚଳଚଞ୍ଚଳ ହୋଇପଡିଲାଣି । ଡ୍ରାଇଭିଂ ଲାଇସେନ୍ସ, ଗାଡି ଫିଟନେସ, ଗାଡ଼ିର କାଗଜ ପତ୍ର ପାଇଁ ପୁଣି ଥରେ ଆରଟିଓ ଅଫିସ ଆଗରେ ଘଣ୍ଟା ଘଣ୍ଟା ଧରି ଲୋକେ ଲାଇନ୍‌ରେ ଛିଡା ହୋଇ କାଗଜପତ୍ର ଠିକ୍ କରୁଛନ୍ତି। ଘଣ୍ଟା ଘଣ୍ଟା ଧରି […]

ଛାନିଆ ଗାଡ଼ି ଚାଳକ ; ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡ଼ାକଡ଼ି

rto5

Advertisment

ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡ଼ାକଡ଼ି କରାଯିବ । ଏବେ ଠୁ ଚାଳକ ଛାନିଆ ହୋଇପଡିଲେଣି। କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ୱରର ୨ଟି ଯାକ ଆରଟିଓ ଅଫିସ ଚଳଚଞ୍ଚଳ ହୋଇପଡିଲାଣି ।

Advertisment

publive-imageଡ୍ରାଇଭିଂ ଲାଇସେନ୍ସ, ଗାଡି ଫିଟନେସ, ଗାଡ଼ିର କାଗଜ ପତ୍ର ପାଇଁ ପୁଣି ଥରେ ଆରଟିଓ ଅଫିସ ଆଗରେ ଘଣ୍ଟା ଘଣ୍ଟା ଧରି ଲୋକେ ଲାଇନ୍‌ରେ ଛିଡା ହୋଇ କାଗଜପତ୍ର ଠିକ୍ କରୁଛନ୍ତି।

ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବା ପରେ ମଧ୍ୟ କାମ ହୋଇପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଏପଟେ ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ଲାଗି ସରକାର ପଦକ୍ଷେପ ନେଇଥିବା ବେଳେ ପୁଣି ଦଲାଲ ସକ୍ରିୟ ହୋଇଉଠିଲେଣି ବୋଲି ଅଭିଯୋଗ ହେଉଛି। ତେବେ ଦଲାଲ ସକ୍ରିୟ ଅଭିଯୋଗ ନେଇ ଆରଟିଓ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ